ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ, ବର୍ତ୍ତିଲେ ଶତାଧିକ ଛାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଛାତ୍ରୀ । ଏମ୍ସ ମେଡିକାଲ ପରିସରରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଏମ୍ସ ନର୍ସିଂ କଲେଜ ବିଲ୍ଡିଂର ଚତୁର୍ଥ ମହଲାରେ ଥିବା ଲାବ୍ରୋଟୋରୀରେ ଏହି ନିଆଁ ଲାଗିଥିଲା । ତେବେ…

ହାଇୱା ସହ ଧକ୍କା ହେଲା କାର୍, ୨ ମୃତ

ନରସିଂହପୁର: ସଡ଼କ ଦୁର୍ଘଟଣାରେ ଗଲା ୨ ଜୀବନ । କେନ୍ଦ୍ରାପଡ଼ାରୁ ବ୍ରତୋପନୟନ ପାଇଁ ଏକ କାରରେ ଆସୁଥିବା ବେଳେ କମଳାଦେଇପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ନରସିଂହପୁର ମେଡିକାଲରେ ଆଲୋକ କରଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମେଡିକାଲରେ ସୁକାନ୍ତ ନନ୍ଦ…

ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼

ବିନିକା: ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗାଁର ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁର୍ବୃତ୍ତ୨୫ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପିଏ ପରିଚୟ ଦେଇ ଠକେଇ, ଜଣେ ଗିରଫ

ବ୍ରହ୍ମପୁର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଜଣେ ଯୁବକଙ୍କୁ ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ମହାନ୍ତି ସାହିର ଜଗନ୍ନାଥ ମଣ୍ଡଳ (୨୮)। ସେହିପରି ପୂର୍ବରୁ…

ଏନକାଉଣ୍ଟର : ପୋଲିସର ପାଲଟା ଗୁଳିରେ ଦୁଇ ଅପରାଧୀ ଆହତ

ରାଉରକେଲା: ପୁଣି ଡବଲ ଏନକାଉଣ୍ଟର । ସକାଳୁ ସକାଳୁ ରାଉରକେଲା ପୋଲିସର ଡବଲ ଏନକାଉଣ୍ଟର । ରାଉରକେଲା ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର । ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି…

ମହିଳା ସରପଞ୍ଚଙ୍କୁ ନିର୍ଯାତନାକୁ ନେଇ ମାଲକାନଗିରିରେ ସରପଞ୍ଚ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

ମାଲକାନଗିରି : କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘର ସଭାପତି ଶ୍ରୀନିବାସ ମୁଦୁଲିଙ୍କ…

ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ଆଗେଇ ଚାଲିଛି

ଆଜି ସୁଦ୍ଧା ୮୦.୮୨ ପ୍ରତିଶତ ପରିଗଣନା ଫର୍ମର ବିଏଲଓଙ୍କ ଦ୍ୱାରା ସରିଲାଣି ଯାଞ୍ଚ ପୂର୍ବରୁ କୌଣସି କାରଣ ବଶତଃ ଅନ୍ତର୍ଭୁକ୍ତ ହୋଇପାରିନଥିବା ଯୋଗ୍ୟ ଭୋଟରମାନଙ୍କ ନାମ ପୁନଃ ଅନ୍ତର୍ଭୁକ୍ତି ପାଇଁ ଫର୍ମ–୬ ସଂଗ୍ରହ କରିବାକୁ ବିଏଲଓମାନଙ୍କୁ ନିର୍ଦ୍ଦେଶ ଜିଲ୍ଲାର ୮ ଜଣ…

ପିଲା ଚୋର ଗୁଜବରୁ ଭୟାବହ ହିଂସା: ଏନ୍‌ଜିଓ କର୍ମୀଙ୍କୁ ଆକ୍ରମଣ

ରାୟଗଡ଼ା: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି। ପିଲା ଚୋର ସନ୍ଦେହ ଓ ମିଥ୍ୟା ଗୁଜବକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦୁଇଜଣ ସମାଜସେବୀ (ଏନ୍‌ଜିଓ କର୍ମୀ)ଙ୍କୁ ସ୍ଥାନୀୟ ଉତ୍ତ୍ୟକ୍ତ ଭିଡ଼ ଅତି ବର୍ବର ଭାବେ…

ଗାନ୍ଧୀ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ବ୍ରହ୍ମପୁର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ। ଏଭଳି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜରୁ । ଆଜି ଭୋର ସକାଳୁ…

ଲାଠି ଓ ପଥର ମାଡ଼ରେ ଚାଲିଗଲା ଭାଲୁର ଜୀବନ : ଭାଲୁ ମୃତ୍ୟୁ ମାମଲାରେ ୫ ଗିରଫ

ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମାଥିଲି ବନାଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲି ଭାଲୁ ମୃତ୍ୟୁ ମାମଲାରେ ବନ ବିଭାଗ ଓ ପୋଲିସ ମିଳିତ ଭାବେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ବନ୍ୟ ଭାଲୁଟି ରାସ୍ତା ଅତିକ୍ରମ…