ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସମର କପ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ସମରକପ ୨୦୨୬ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟିତ ଉତ୍ସବ ରେ ସଂଘର ଉପ…

ଅଲ ଓଡିଶା ରାତ୍ରି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଣପୁର ଚମ୍ପିୟାନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମହୋତ୍ସବ ପଡ଼ିଆରେ ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏକ ଦିବସୀୟ ରାତ୍ରି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ…

ଡ୍ରେନ ନାହିଁ, ରାସ୍ତା ଉଚ୍ଚା: ରାଇଘର କୋଦୁଭାଟା ସାହିରେ କାଳବୈଶାଖୀ ବର୍ଷାରେ ଜଳବନ୍ଦୀ ଅବସ୍ଥା, ବଢୁଛି ଜନ ଅସନ୍ତୋଷ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଅନ୍ତର୍ଗତ କୋଦୁଭାଟା ସାହିରେ ଚାଲିଥିବା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁର୍ଦ୍ଦଶାର କାରଣ ସାଜିଛି। ରାସ୍ତା ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯାଇ ନଥିବାରୁ…

କୋଟପାଡ଼ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି : ୫୮ଟି ଅଭିଯୋଗ ମଧ୍ୟରୁ ୭ଟିର ତୁରନ୍ତ ସମାଧାନ

କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ (SP) ରୋହିତ ବର୍ମା ଏଥିରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ…

କବିସୂର୍ଯ୍ୟନଗର ଥାନାରେ ବିକଳାଙ୍ଗ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ : ନିଲମ୍ବନ ହେଲେ ତିନିଜଣ ପୋଲିସ କର୍ମଚାରୀ ଜଣେ ଆଇ ପି…

ପଥର ମାଫିଆ କଥା ଶୁଣି ପୋଲିସ ବାବୁ ମାନେ ହଟହଟା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ରେ ଥାର୍ଡ଼ ଡିଗ୍ରୀ ରେ ଜଣେ ବିକଳାଙ୍ଗ ଯୁବକଙ୍କୁ ନିର୍ଯ୍ୟାତନା ଦେବା ପରେ ମୃତ୍ୟୁ ଘଟିଥିଲା। ପୋଲିସ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ ହୋଇଛି। ପ୍ରୋବେସେନେଲ ଆଇପିଏସ ଅଧିକାରୀ ଙ୍କୁ…

ଜୟପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ନିମନ୍ତେ ଟିପିଏସ୍ଓଡିଏଲର ପଦକ୍ଷେପ

ବର୍ଦ୍ଧିତ ବିଜୁଳି ଚାହିଦା ସମୟରେ ଭରସାଯୋଗ୍ୟ ବିଜୁଳି ସେବା ଝଡ଼ ପ୍ରଭାବିତ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ତ୍ରୁଟି ପରିଚାଳନା ନିମନ୍ତେ ଅତ୍ୟାଧୁନିକ ସ୍କାଡା ଟେକ୍ନୋଲୋଜି ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ହେଉଛି ଉନ୍ନତ ବିଜୁଳି ଭିତ୍ତିଭୂମିଜୟପୁର : ବିଦ୍ୟୁତ…

ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣିପାଟଣା ଓ ସରଧାପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ (PEO) ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଅବସର ଗ୍ରହଣ ଅବସରରେ ବ୍ଲକ ସଭାଗୃହଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀଙ୍କ…

ଭୁଲ ବୁଝାମଣା ପାଇଁ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ: ୨ଗିରଫ ଓ କୋର୍ଟ ଚାଲାଣ

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ହରିଜନ ସାହିରେ ଭୁଲ ବୁଝାମଣା ପାଇଁ ଦୁଇ ପଡୋଶୀ ମଧ୍ୟରେ ମାରପିଟ୍ ଘଟଣାରେ ଓଡ଼ଗାଁ ପୋଲିସ ୨ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସେମାନେ ହେଲେ ରାବଣ ଓରଫ ଲକ୍ଷଣ ନାୟକ ଓ…

ମାଲକାନଗିରିରେ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ଗ୍ରୀଷ୍ମ ଶିକ୍ଷାଶିବିର, ଜୁନ୍ ୧ ରୁ ଆରମ୍ଭ

ମାଲକାନଗିରି : ଶିକ୍ଷା ବିଭାଗ ମାସିକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ମାଲକାନଗିରିଙ୍କ ଉପଦେଶ ଓ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମାଲକାନଗିରି ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ବିଦ୍ୟାଳୟ ସ୍ତରୀୟ…

ଭଞ୍ଜନଗର ରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି

ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଭି , ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସମୀର କୁମାର ଜେନା, ଉପ…