ପୋଲସରା ଡାକ୍ତର ଖାନାରେ ଡାକ୍ତରଙ୍କ ରୀତିମତ ଅନୁପସ୍ଥିତି ରୋଗୀଙ୍କୁ ଦୁର୍ବ୍ୟବହାର…..!
ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଡାକ୍ତର ଖାନାକୁ ବାଲିପଦର ଅଞ୍ଚଳ ର ଜଣେ ନବ ବିବାହିତ ଡାକ୍ତର ନିୟମିତ ଆସୁନଥିବା ଅଭିଯୋଗ ହେଉଛି। ବିଳମ୍ବରେ ଡାକ୍ତର ଖାନାକୁ ଆସିବା ପରେ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ରୋଗୀ ମାନଙ୍କୁ ନାଲି ଆଖି ଦେଖାଇବା ସହ ରୁକ୍ଷ ବ୍ୟବହାର କରୁଥିବା ଆଲୋଚନା!-->…