କୋଟି କୋଟି ଟଙ୍କାର ଗୋଲ୍ଡ ଲୋନ ଠକେଇ, SBIର ଦୁଇ ଅଧିକାରୀଙ୍କୁ ବାନ୍ଧିଲା EOW
ଭୁବନେଶ୍ୱର : ନକଲି ସୁନା ଗହଣା ବନ୍ଧକ ରଖି କୋଟି କୋଟି ଟଙ୍କାର ଗୋଲ୍ଡ ଲୋନ ଠକେଇ। EOW ଜାଲରେ SBIର ଦୁଇ ବ୍ୟାଙ୍କ ଅଧିକାରୀ। ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁଙ୍କୁ ଗିରଫ କଲା EOW। ୧୦୫ଟି ଗୋଲ୍ଡ ଲୋନ ମାଧ୍ୟମରେ ୫କୋଟି ୨୧ ଲକ୍ଷ ଟଙ୍କାର ଫ୍ରଡ ଅଭିଯୋଗ। ୧୦ ହଜାରରୁ!-->…