ଚୋରି କରିବା ପାଇଁ ଟାର୍ଗେଟ କରୁଥିଲେ ବିଭିନ୍ନ ବ୍ୟାଙ୍କ ଅଞ୍ଚଳ …
ବ୍ରହ୍ମପୁର,୨୬/୫:ବ୍ୟାଙ୍କକୁ ଯାଉଥିବା ବ୍ୟକ୍ତିଙ୍କ ମୋଟର ସାଇକେଲକୁ ଆଖି ପିଛୁଳାକେ ଚୋରି କରି ଦେଉଥିଲେ । ଏଭଳି ଏକ ଚୋରକୁ କାବୁ କରିଥିଲେ ଜନସାଧାରଣ । ଗତକାଲି ଜୟପ୍ରକାଶ ନଗର ଛକଠାରେ ଥିବା ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ନିଜ ବଜାଜ ପଲସର ଗାଡ଼ି ପାର୍କିଂ କରି ବ୍ୟାଙ୍କକୁ ଯାଇଥିଲେ!-->…