ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ବଢ଼ିଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର

ଭୁବନେଶ୍ବର : ମଧ୍ୟପ୍ରାଚ୍ୟ ଯୁଦ୍ଧ, ଡଲାର ମୂଲ୍ୟ ବୃଦ୍ଧି ଏବଂ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିଛି। ପରିବହନ ମୂଲ୍ୟ ବଢ଼ିବା ଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ପାଇଛି। ଖାଇବା ତେଲ, ଡାଲି ଜାତୀୟ ସାମଗ୍ରୀ ଏବଂ ଚିନି…

ଇନ୍ଦ୍ରାବତୀ ନଦୀରୁ ଦିନରାତି ଚାଲିଛି ବେଆଇନ ବାଲି ଉଠାଣ : ବାହାର ରାଜ୍ୟକୁ ହେଉଛି ପାର୍

• ମାଫିଆ-ଅଧିକାରୀ ମଧୁଚନ୍ଦ୍ରିକା, କୁମ୍ଭକର୍ଣ୍ଣ ନିଦ୍ରାରେ ଲଘୁ ଖଣିଜ ବିଭାଗ କୋଟପାଡ଼, (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ୍‌ରେ ଏବେ ବାଲି ମାଫିଆଙ୍କ ରାଜ୍ ଚାଲିଛି। ଦିନକୁ ଦିନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ପ୍ରଶାସନିକ କଳର…

ତିନି ରଥର ଅଖ ନିର୍ମାଣ ଓ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ

ପୁରୀ : ତିନିରଥର ୪୨ଟି ଚକ ନିର୍ମାଣ ଶେଷ ପରେ ଅଖ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁହଁାଟି ସଂଯୋଗ କରାଯାଇ ରଥ ଫ୍ରେମ୍ ପ୍ରସ୍ତୁତ ହେବ। ଏହି ଫ୍ରେମର ଉଭୟ ପାର୍ଶ୍ବରେ କୁଡୁକା…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର : କାଳବୈଶାଖୀ ନେଲା ୩ ଜୀବନ । କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ଆଜି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼,…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ କୋଲନରା ବ୍ଲକରେ କାର୍ଯ୍ଯରତ ଅଛନ୍ତି । ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର…

ପାଇଖାନାରୁ ବେକ ମୁହଁ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ମର୍ଣ୍ଣିଙ୍ଗ ୱାକରେ ଯାଇଥିବା ଛାତ୍ରଙ୍କୁ ହତ୍ୟା । ପାଇଖାନା ଭିତରୁ ବେକ ମୁହଁ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଜିଲ୍ଲା ଚରମ୍ପା ହାଇସ୍କୁଲ ରୋଡ଼ ଅଞ୍ଚଳରେ ଘଟିଛି ଘଟଣା । ମୃତକ ସମ୍ବିତ କୁମାର ବିଶ୍ବାଳ +3 ଦ୍ୱିତୀୟ ବର୍ଷରେ ପାଠ…

ବିପଦକୁ ନିମନ୍ତ୍ରଣ କରୁଛି : ଜାତୀୟ ରାଜପଥ ଓ ମୁଖ୍ୟ ବଜାର ମଧ୍ୟରେ ବିପଦପୂର୍ଣ୍ଣ ଶୁଖିଲା ଆମ୍ବଗଛ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି। ଏହି ଗଛଟି ତହସିଲଦାର ଙ୍କ ବାସଭବନକୁ ମଧ୍ୟ ଲାଗି ରହିଛି । ଏହି ଗଛଟି ପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ରହିଛି। ଗଛରୁ ଶୁଖିଲା ଡାଳ ପଡିଥାଉଛି । ଉକ୍ତ ଗଛ ଥିବା…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ

ଅନୁଗୋଳ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ । ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ବାଲିପସି ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ ଗ୍ରାମ ପଞ୍ଚାୟତ…

ଷ୍ଟେଟ ବ୍ୟାଙ୍କ୍ ମାଲକାନଗିରି ମୁଖ୍ୟଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ

• ୫ ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ମାଲକାନଗିରି: ମାଲକାନଗିରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ମୁଖ୍ୟ ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମୃତ୍ୟୁଜନିତ ବୀମା ରାଶି ପ୍ରଦାନ ଉତ୍ସବ ଅନୁଷ୍ଠିତ…

କାଠଯୋଡ଼ି ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବାରଙ୍ଗ : ବାରଙ୍ଗରେ ପୁଣି ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ପୋତିଦେଲେ । କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତାହୋଇଥିବା ମୃତଦେହ । ଆଜି ସକାଳେ ମୃତଦେହକୁ କୁକୁର ଖାଉଥିବାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କର କେବଳ ହାତ ଓ ଗୋଡ଼ ଦେଖା ଯାଉଥିବା ବେଳେ ଅବଶିଷ୍ଟ…