ସରକାର ଗଠନ ପାଇଁ ସଂଘର୍ଷ, ହାଇକୋର୍ଟ ଯିବେ ବିଜୟ !

ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନର ସମ୍ପୂର୍ଣ୍ଣ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣିଥରେଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ ଏହା ହେଉଛି ଦ୍ବିତୀୟ ସାକ୍ଷାତ। ବହୁମତ…

ନିର୍ବାଚନ ପରବର୍ତ୍ତୀ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ ରଥ । ତାଙ୍କୁ କୋଲକାତା…

ଛାତ୍ରୀଙ୍କ କୃତିତ୍ୱ : ୧୦ ମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଲେ ଜହ୍ନବୀ

ବ୍ରହ୍ମପୁର : କୃତୀ ଛାତ୍ରୀ ଜାହ୍ନବୀ ରାଣୀ ରଖିଲେ ଟେକ ରାଧାକୃଷ୍ଣ ବିଦ୍ୟା ମନ୍ଦିର ବେଣାପାଟର ବଣ ମଲ୍ଲୀ ବଣରେ ଫୁଟି ବଣ ସାରା ମହକାଇ ଦିଏ। ତାହାର ମହକର ଗନ୍ଧ ଏହି ଚାକଚକ୍ୟ ଦୁନିଆ କାଣିଚାଏ ବି ବାରି ପାରେ ନାହିଁ। ରହିଯାଏ ସେହି ଅନ୍ଧାରି ମୂଲକରେ। କିନ୍ତୁ ଆଜି ପ୍ରତିକୂଳ ତଥା…

ଖଇରମାଲ ଗାଁରେ ବ୍ୟାପୁଛି ଜଣ୍ଡିସ୍‌, ଚାଲିଛି ନମୁନା ସଂଗ୍ରହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି ନମୁନା ମଧ୍ୟରୁ ୯ ଜଣ…

ବିଶିଷ୍ଟ ଶିକ୍ଷାବିତ୍ ବନମାଳୀ ଆଚାର୍ଯ୍ୟଙ୍କ ପରଲୋକ

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ବିଶିଷ୍ଠ ଶିକ୍ଷାବିତ୍ ତଥା ବହୁପୁରାତନ ଭକ୍ତ ଚରଣ କ୍ଳବ ର ଉପଦେଷ୍ଟା ବନମାଳୀ ଆଚାର୍ଯ୍ୟଙ୍କ ୮୬(ବର୍ଷ) ବୟସରେ ବୁଧବାର ଦିନ ନିଜ ବାସଭବନରେ ବିୟୋଗ ହୋଇଯାଇଅଛି । ସ୍ବର୍ଗତ ବନମାଳୀ ଆଚାର୍ଯ୍ୟ ହୃଦ୍…

ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା : ୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥିକ ସହାୟତା

ଭୁବନେଶ୍ୱର : ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ…

ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଜଳେଶ୍ବର : ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୁଣ୍ତୁଳୀ ଗାଁର ଯୁବକ ସୁରେଶ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ଯୁ । ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି…

ଚୌଦ୍ୱାର ଜେଲ ଅଧିକ୍ଷକଙ୍କୁ ହାଇକୋର୍ଟଙ୍କ କଡ଼ା ଚେତାବନୀ: ତଦନ୍ତରେ ସହଯୋଗ ନକଲେ ପ୍ରତ୍ୟାହୃତ ହେବ ଅନ୍ତରୀଣ ସୁରକ୍ଷା

କଟକ (୬/୫): ଚୌଦ୍ୱାର ସର୍କଲ ଜେଲ ଅଧିକ୍ଷକଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ପୋଲିସ ତଦନ୍ତରେ ଆବଶ୍ୟକ ସହଯୋଗ ନକଲେ ଏବଂ ପ୍ରାସଙ୍ଗିକ ଦସ୍ତାବେଜ ଯୋଗାଇ ନଦେଲେ, ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯିବ ବୋଲି…

ଆଜିଠୁ ହ୍ରାସ ପାଇବ କାଳବୈଶାଖୀ ପ୍ରଭାବ, ସାରା ରାଜ୍ୟକୁ ବଜ୍ରପାତ ସତର୍କତା

ଭୁବନେଶ୍ବର: ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ସକ୍ରିୟ ଥିଲେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥାଏ, କିନ୍ତୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ଘୂର୍ଣ୍ଣିବଳୟ କି ନିମ୍ନଚାପରେଖା ସକ୍ରିୟ ନାହିଁ। କିନ୍ତୁ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ…

ନୟାଗଡ଼ ରେଳଷ୍ଟେସନରେ ଦୁଇଦିନ ହେଲା ନାହିଁ ଲିଙ୍କ : ଯାତ୍ରୀ ହନ୍ତସନ୍ତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନରେ ଦୁଇ ଦିନ ଧରି ଲିଙ୍କ ନଥିବାରୁ ଯାତ୍ରୀ ମାନେ ଦୂର ସ୍ଥାନକୁ ଯିବାପାଇଁ ନାନା ହନ୍ତସନ୍ତ ହେଉଛନ୍ତି । ଯାତ୍ରୀମାନେ ଟିକେଟ କାଟିବା, ଟ୍ରେନର ଗତିବିଧି ବିଷୟରେ ଜାଣିବା ପାଇଁ ଦୁଇଦିନ ହେବ ହଇରାଣ ହେଉଛନ୍ତି । ୦୬.୦୫.୨୬ ( ବୁଧବାର) ଠାରୁ…