ଭୁଲ୍ ଇଞ୍ଜେକସନ ନେଲା ନାବାଳକର ଜୀବନ ! ଡାକ୍ତରଖାନାରେ ଭଙ୍ଗାରୁଜା

ବାସୁଦେବପୁର : ଭୁଲ୍ ଇଂଜକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରଜ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ମେଳାକସାହିର ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକି ବାଡ଼ିରେ ଖେଲୁଥିବା ସମୟରେ ଗୋଡ଼…

ରାଇସ ମିଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାମାଳ : ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନୁଆଁପାଲି ନବକିରଣ ରାଇସ ମିଲରେ ଅଘଟଣ । ମିଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମନମୁଣ୍ଡା ଥାନା ସିନ୍ଦୁରପୁର ଗାଁର ସଂକୀର୍ତନ ଦାଶ ବୋଲି ସୂଚନା…

ଆମ୍ବ ଗୋଟାଇବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଢ଼େଙ୍କାନାଳ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ। ହାତୀ ଆକ୍ରମଣରେ ବୃଦ୍ଧା ମୃତ। ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଗୀତାଞ୍ଜଳି ସାହୁ । ଆଜି ସକାଳେ ସେ ତୋଟାକୁ ଯାଇ ଆମ୍ବ ଗୋଟାଉଥିବାବେଳେ ହାତୀ ଆକ୍ରମଣର ଶୀକାର…

ଶାଶୁଘର ପଛପଟୁ ବୋହୂର ମୃତଦେହ ଉଦ୍ଧାର

ମହାକାଳପଡ଼ା: ଶାଶୁଘର ପଛପଟେ ବୋହୂର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଧା ଗାଁରେ ନିଜ ଶାଶୁଘର ପଛପଟ ବିଲରେ ବୋହୁର ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଛି । ମୃତକ ହେଲେ ବିଶ୍ୱଜିତ ମଣ୍ଡଳଙ୍କ ପତ୍ନୀ…

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ : ପ୍ରାକୃତିକ ସମ୍ପଦ ଓ ଜୀବନ-ଜୀବିକାର ସୁରକ୍ଷା ଦାବୀ କଲା ପୂଜ୍ୟ…

ବ୍ରହ୍ମପୁର : ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର କର୍ଣ୍ଣଧାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୫ତମ ଜୟନ୍ତୀ ପାଳନ ହୋଇଯାଇଛି । ସ୍ଥାନୀୟ ଏସଏନଟି ରୋଡ ସ୍ଥିତ ମହାରାଜା ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ମାନବ ଅଧିକାର…

ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି: ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମାସେ ବ୍ୟାପୀ ମାଗଣା ଗ୍ଲୁକୋଜ ବଣ୍ଟନ…

ବ୍ରହ୍ମପୁର : ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ (ଜିପିସିଡିଏ) ପକ୍ଷରୁ ଏକ ମାନବୀୟ ସେବା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟ ଔଷଧ ବ୍ୟବସାୟୀ ସଂଘ, ସିପିଏସ ମହୁଡ଼ା ଏବଂ ଏନଟିଆର ସେବା ସମିତିର ମିଳିତ ସହଯୋଗରେ ଆଜିଠାରୁ…

୩ ରଥର ଅଖ ନିର୍ମାଣ ଲାଗି କନ୍ଧମାଳରୁ ପୁରୀ ଗଲା କାଠ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କନ୍ଧମାଳରୁ ପୁରୀ ଗଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରୁ ରଥଯାତ୍ରା ପାଇଁ କାଠ ଯାଇଛି । ଏହି କାଠ ୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ । କୋଟଗଡ଼ ବନାଞ୍ଚଳରୁ ୨୩ ଖଣ୍ଡ ୪୦ ଫୁଟ ଲମ୍ବର ଧଉରା କାଠ…

ବାହାଘର ପ୍ରୋଶେସନ ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ…

ପୋଲସରା: ବଡ଼ ଭାଇର ବାହାଘରରେ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନଭାଇକୁ ବରବେଶରେ ଜଗିରହିଛି ବଡ଼ଭାଇ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁରେ । ବାହାଘର ପ୍ରୋଶେସନ ଚାଲିଥିବା ବେଳେ ଏହି ଅଘଟଣ…

ଜନସାଧାରଣଙ୍କ ଦୁଆରମୁହଁରେ ପ୍ରଶାସନ: ମାଲକାନଗିରିର ପ୍ରତି ପଞ୍ଚାୟତରେ ଏବେ ପ୍ରତି ସୋମବାର ହେବ ଅଭିଯୋଗ ଶୁଣାଣି

ମାଲକାନଗିରି : ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ଏବଂ ପ୍ରଭାବଶାଳୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ତଥା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। "ପ୍ରଶାସନ ଏବେ ଜନସାଧାରଣଙ୍କ ଦୁଆରମୁହଁରେ" ପହଞ୍ଚିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଣିକି…

ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ, ନୋଟିସ ଦେଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ

ଭୁବନେଶ୍ୱର: ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ । ଦୀର୍ଘ ୧୭ବର୍ଷ ପରେ ଏହା ଅଲଗା ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ନୋଟିସ କରିଛନ୍ତି । ଜୁନ୍‌ ଶେଷ ସୁଦ୍ଧା…