ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମହିଳା ଜନ ଆକ୍ରୋଶ…
ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା।
ବିଧାୟକ ତଥା ଜିଲ୍ଲା ଯୋଜନା!-->!-->!-->…