ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ । ଯୌନ ରାକ୍ଷସ ସାଜିଲା ଅଟୋ ଡ୍ରାଇଭର । ନାବାଳିକାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର । ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଟୋ ଛାଡି ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ଦୁଷ୍କର୍ମକାରୀକୁ!-->…