AMAZON ଉପରେ ଇରାନର ଆକ୍ରମଣ !
ଇରାନ୍ : ଗତକାଲି ଇରାନ୍ ଦୁବାଇରେ ଥିବା ଆମେରିକାର ଟେକ୍ କମ୍ପାନୀ ଓରାକଲର ଏକ ଡାଟା ସେଣ୍ଟର ଉପରେ ଆକ୍ରମଣ କରିଥିବା ଦାବି କରିଛି । ଦୁବାଇରେ ଥିବା ଓରାକଲର ଏକ ଡାଟା ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ଦାବି କରୁଛି ଇରାନର ସରକାରୀ ଗଣମାଧ୍ୟମ । କିନ୍ତୁ ଦାବିର ସ୍ପଷ୍ଟୀକରଣ!-->…