ଭିଜିଲାନ୍ସ ପଞ୍ଝାରେ ଆର୍ଆଇ, ୩୦ ହଜାର ଟଙ୍କା ନେଇ ଧରାପଡ଼ିଲେ
ଚୌଦ୍ଵାର: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆର୍ଆଇ ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କଟକ ଜିଲ୍ଲା-ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ଆରଆଇ ହେଉଛନ୍ତି ଶ୍ରୀ ରାଜାରାମ ବାନ୍ଦ୍ରା।!-->…