ଓଡ଼ିଆ ପୁଅ ଡକ୍ଟର ଅଶୋକ ପଣ୍ଡା ହେବେ SAILର ନୂଆ CMD
ଭୁବନେଶ୍ୱର : SAILର ନୂଆ CMD ହେବେ ଓଡ଼ିଆ ପୁଅ ଡକ୍ଟର ଅଶୋକ ପଣ୍ଡା । ଦେଶର ସବୁଠାରୁ ବଡ଼ ସରକାରୀ ଷ୍ଟିଲ୍ ଉତ୍ପାଦନକାରୀ ସଂସ୍ଥା ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍’ (SAIL) ର ପରବର୍ତ୍ତୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଡକ୍ଟର ଅଶୋକ କୁମାର ପଣ୍ଡାଙ୍କ!-->…