ଆଧୁନିକ ଫାଷ୍ଟଫୁଡ୍ ଯୁଗରେ ମଧ୍ୟ ଓଡ଼ିଆ ପଖାଳକୁ ଭୁଲିନାହିଁ !
ହରିହର ତ୍ରିପାଠୀ
ଓଡ଼ିଆ ଜାତିର ଅସ୍ମିତା, ପରମ୍ପରା ଏବଂ ଜୀବନଶୈଳୀ ସହିତ ଯେଉଁ ଖାଦ୍ୟଟି ଅତି ନିବିଡ଼ ଭାବେ ଜଡ଼ିତ, ତାହା ହେଉଛି 'ପଖାଳ' । ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପ୍ରତିଟି ଓଡ଼ିଆର ଆବେଗ । ଗରିବର ପର୍ଣ୍ଣକୁଟୀରଠାରୁ!-->!-->!-->…