ଉମରକୋଟ ବନାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଅନିୟମିତତାର ଅଭିଯୋଗ : ଖରାରେ ମରୁଛି ୧୦ ହଜାର ଚାରା, ଭିଜିଲାଞ୍ଚ ତଦନ୍ତ…
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନାଞ୍ଚଳ ଅନ୍ତର୍ଗତ ନବରଙ୍ଗପୁର ବନଖଣ୍ଡର ଜାମଧରା ବିଟ, ତୋହରା ସେକ୍ସନରେ ୨୦୨୫–୨୬ ମସିହାର “ସି.ଏ–ଏ.ଆର ବୃକ୍ଷ ରୋପଣ” ଯୋଜନା ଅଧୀନରେ ପ୍ରାୟ ୧୦ ହେକ୍ଟର ଜଙ୍ଗଳ ଜମିରେ ପ୍ରାୟ ୧୦,୦୦୦ ଟି ଚାରା ରୋପଣ କରାଯାଇଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ!-->…