ସାଇବର ଅପରାଧୀଙ୍କୁ ନାହିଁ ନିସ୍ତାର: ୧ ହଜାରରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଖାତା ଯାଞ୍ଚ ୩ ଠକ ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳରେ ସାଇବର ଅପରାଧୀ ମାନେ ସେମାନଙ୍କର କାୟା ବିସ୍ତାର କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ସାଇବର ଅପରାଧୀ ମାନଙ୍କୁ ସାବାଡ଼ କରିବାକୁ ନୟାଗଡ଼ ସାଇବର ଥାନା ମାଧ୍ୟମରେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ପୋଲିସ ଖୁବ୍ ଶୀଘ୍ର…

ଯୁଦ୍ଧ ର ପ୍ରଭାବ :ହାଣ୍ଡିଶାଳ ଉପରେ ମାଡ଼ ଜାଳେଣି ଗ୍ୟାସ ୬୦ ଟଙ୍କା ବୃଦ୍ଧି…

କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ.ଟି ଟ୍ୟାକ୍ସ ଛାଡ଼ ପାଇଁ ସାଧରଣ ରେ ଦାବୀ…..!ବ୍ରହ୍ମପୁର ନିଃସର୍ତ୍ତ ନିୟୁଜ : ଯୁଦ୍ଧର ପ୍ରଭାବ ଯୋଗୁଁ ଜାଳେଣି ଗ୍ୟାସରେ ଆଜି ଠାରୁ ଘରୋଇ ଗ୍ୟାସ ସିଲେଣ୍ଡେର ରେ ୬୦ ଟଙ୍କା ବୃଦ୍ଧି ହୋଇଛି। ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଏହାର ପ୍ରଭାବ ଦେଖିବାକୁ…

ଆସିକାରେ ଦୀର୍ଘ ଦିନ ହେଲା ବନ୍ଦ ଥିବା ବିବାଦୀୟ ଚେରମେରିଆ ବେଆଇନ ବାଲି ଘାଟ ପୁଣି ଚାଲିବା ପାଇଁ ପ୍ରସ୍ତୁତି …..!

ଜାଲ ବିଛାଇଲେଣି ବାଲି ମାଫିଆ ଅଦୃଶ୍ୟ ଶକ୍ତି ର ଆଦେଶ କୁ ଅପେକ୍ଷା... ଅଦୃଶ୍ୟ ଶକ୍ତି ଚାପରେ ପ୍ରଶାସନ ଚେପା …..!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପୂର୍ବରୁ ଦୀର୍ଘ ବର୍ଷ ହେଲା ଜିଲ୍ଲାର ଚୋରା ବାଲି ସମ୍ରାଟ ହାତରେ ଆସିକା ଚେରମେରିଆ ବାଲି…

ସଙ୍ଗଠନ ଓ ସରକାରକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କଲେ ଶାହା

ଭୁବନେଶ୍ବର:ରାଜ୍ୟ ବିଜେପି କାର୍ଯ୍ୟାଳୟରେ  ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ। ସଙ୍ଗଠନ ଓ ସରକାର କୁ ନେଇ ବୈଠକରେ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ ଶାହା।  ରାଜ୍ୟରେ ଯେଉଁ ସବୁ ଇସ୍ୟୁ…

ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର TRP ରେଟିଂ ବନ୍ଦ

ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ଟିଭି ଚ୍ୟାନେଲ୍ ର TRP ବନ୍ଦ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କିଛି ନ୍ୟୁଜ୍ ଚ୍ୟାନେଲ୍ ଅତ୍ୟଧିକ ଭୟଭୀତ କରିବା ଭଳି ଏବଂ ଅଯଥା ଗୁଜବ ଖବର ପ୍ରସାରଣ କରୁଥିବା ସରକାର ଲକ୍ଷ୍ୟ କରିଛନ୍ତି…

ପାଣିପାଗ ବିଭାଗ କେନ୍ଦ୍ରକୁ ବୋମା ଧମକ

ତେଲଙ୍ଗାନା : ହାଇଦ୍ରାବାଦ ବେଗମପେଟ ସ୍ଥିତ ପାଣିପାଗ ବିଭାଗ କେନ୍ଦ୍ରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ସକାଳ ୯ଟା ବେଳେ ଧମକପୂର୍ଣ୍ଣ ଇମେଲ ଆସିଛି । ଏଥିରେ କୁହାଯାଇଛି କି, କାର୍ଯ୍ୟାଳୟ ପରିସରରେ ୧୪ଟି ବୋମା ଲଗାଯାଇଛି । ଯାହା କେତେ ବେଳେ ମଧ୍ୟ ବିସ୍ଫୋରଣ ହୋଇପାରେ । ଏହି…

ମଧ୍ୟପ୍ରାଚ୍ୟ ପାଇଁ ୧୭ ବିମାନ ଚଳାଚଳ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଯୁଦ୍ଧ ଚାଲିଥିବା ବେଳେ ଅଧିକାଂଶ ବିମାନ ବାତିଲ ହେଉଛି । ଏହାରି ଭିତରେ ଇଣ୍ଡିଗୋ ଏୟାରଲାଇନ୍ସ ଆଜିଠାରୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ୮ଟି ଅଲଗା ଅଲଗା ସହରକୁ ୧୭ ଉଡ଼ାଣ ସଂଚାଳନ କରିବ । ଏୟାରଲାଇନ ମୋଟ୍ ୩୨ ସେକ୍ଟରରେ ନିଜ ସେବା ପ୍ରଦାନ କରିବ ।…

ସୋସିଆଲ ମିଡିଆ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା

କର୍ଣ୍ଣାଟକ : କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା…

ୟୁଏଇରେ ଡ୍ରୋନ ଆଟାକ: ଅତି ଜରୁରୀ ନହେଲେ ବାହାରକୁ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ : ୟୁଏଇରେ ଡ୍ରୋନ ଆଟାକ । ଦୁବାଇରେ ଏମରଜେନ୍ସି ଆଲର୍ଟ । ୟୁଏଇରେ ଡ୍ରୋନ ଷ୍ଟ୍ରାଇକ ପରେ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଏକ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି । ଡ୍ରୋନ ଆକ୍ରମଣର ଆଶଙ୍କା ଥିବାରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜକୁ…

UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ, ଅନୁଜ ଅଗ୍ନିହୋତ୍ରୀ ପ୍ରଥମ

ନୂଆଦିଲ୍ଲୀ : UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ । ଚଳିତଥର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ,…