ଗହଙ୍ଗୁ ବାଲି ଘାଟ ଗଣ୍ଡଗୋଳ ମାମଲା : ଏତଲା ର ଦଶ ଦିନ ବିତିଲା ପୋଲିସ ହାତ ଖାଲି……!
କାହା ଚାପରେ ଅପରାଧ ତତ୍ତ୍ୱ ମାନଙ୍କୁ ସୁଯୋଗ ଦେଉଛି ପୋଲିସ …..!
ନା ହେଲାକି ଫିକ୍ସଙ୍ଗ...?ବୁଗୁଡ଼ା: ଚଳିତ ମାସ ୮ ତାରିଖ ଦିନ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଗହଙ୍ଗୁ ବାଲି ଘାଟରେ ଆସିକା ଏମ.ଏଲ.ଏ ଲେଖା ଥିବା ଏକ ବୋଲର ଓ କେତେକ ବାଇକ ରେ ୧୫ ରୁ ଉର୍ଦ୍ଧ ଯୁବକ ମାନେ!-->!-->!-->!-->!-->…