ଓଡ଼ଗାଁ ଷ୍ଟେଟବ୍ୟାଙ୍କରେ କୃଷିଋଣ ଆବେଦନ ମେଳା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆବେଦନ କାରୀ ଅଂଶଗ୍ରହଣ କରି ଋଣ ନେବା , ଋଣ ଶୁଝିବା ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ସମସ୍ତ ତଥ୍ୟ ବୁଝିଥିଲେ ।
!-->!-->…