ଓଡ଼ଗାଁ ଷ୍ଟେଟବ୍ୟାଙ୍କରେ କୃଷିଋଣ ଆବେଦନ ମେଳା

newyr25

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆବେଦନ କାରୀ ଅଂଶଗ୍ରହଣ କରି ଋଣ ନେବା , ଋଣ ଶୁଝିବା ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ସମସ୍ତ ତଥ୍ୟ ବୁଝିଥିଲେ ।

ପରେ ଅନେକ ହିତାଧିକାରୀ ଋଣ ଗ୍ରହଣ ନିମନ୍ତେ ଆବେଦନ କରିଥିଲେ।ଆବେଦନକାରୀଙ୍କ ଆବେଦନକୁ ଯାଞ୍ଚ କରିବା ପରେ ଋଣ ପ୍ରଦାନ କରାଯିବ ବୋଲି ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ସୂଚନା ଦେଇଛନ୍ତି।

Leave A Reply

Your email address will not be published.