ସ୍କୁଲ ଛୁଟି ପରେ ଫାଟକ ସାମନାରୁ ନାବାଳିକା ଅପହରଣ ଉଦ୍ୟମ : ଅପହରଣ କାରୀ ଅଟକ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୌଡ଼ପୁଟ ପଞ୍ଚାୟତ ଅଞ୍ଚଳରେ ଏକ ସ୍କୁଲ ଛୁଟି ହେବାପରେ ଫାଟକ ସାମନାରୁ ଜଣେ ନାବାଳିକାକୁ ଅପହରଣ କରି ନେବାକୁ ଉଦ୍ୟମ କରିଥିବା ଅପହରଣକାରୀ ଯୁବକକୁ ସ୍ଥାନୀୟ ଲୋକମାନେ କାବୁ କରି ଓଡ଼ଗାଁ ପୋଲିସ ଜିମା ଦେଇଥିଲେ।ଅଭିଯୁକ୍ତ ଯୁବକକୁ ଓଡ଼ଗାଁ ଥାନା ଏସଆଇ!-->…