ଜମିବାଡି ବିବାଦକୁ ନେଇ ଆନନ୍ଦପୁରରେ ଟ୍ରିପଲ ମର୍ଡର
ଆନନ୍ଦପୁର: ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା। ସ୍ବାମୀ, ସ୍ତ୍ରୀ ସମେତ ନାବାଳିକା ଝିଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ।ଏହି ଘଟଣାଟି ଘସିପୁରା ଥାନା!-->…