ମାଲକାନଗିରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ
ମାଲକାନଗିରି (୧୪ /୧/ ୨୦୨୬) : ମାଲକାନଗିରି ଜିଲ୍ଲାର ସର୍ବପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏହି ଉତ୍ସବ ଉପଲକ୍ଷେ, ସ୍ଥାନୀୟ ହନୁମାନ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ଶୋଭା!-->…