ପୁଟିନଙ୍କୁ ଟାର୍ଗେଟ ପରେ… ପରାମାଣୁ ମିସାଇଲ ଆକ୍ଟିଭ କଲା ରୁଷ

ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେଲାରୁଷ ନିଜ…

ମହାନଗର ନିଗମରେ ପରିଣତ ହେଲା ପୁରୀ ପୌରପାଳିକା, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର : ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ…

ଧାନ କିଣାରେ ଅବ୍ୟବସ୍ଥା: ବସ୍ତା ରଖି ରାସ୍ତାରୋକ କଲେ ଚାଷୀ

ହରଭଙ୍ଗା : ବୌଦ୍ଧ ଜିଲାରେ ଖରିଫ ଧାନ କ୍ରୟ ଆରମ୍ଭରୁ କେଁ ଦେଖିବାକୁ ମିଳିଛି । ଧାନକ୍ରୟ ରେ ଅନିୟମିତତା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ଚାଷୀ । ସୂଚନା ଅନୁସାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣିଭଷଣପୁର ପଞ୍ଚାୟତର କରଞ୍ଜକଟା ପ୍ୟାକ୍ସରେ ଧାନକ୍ରୟ ଶୁଭାରମ୍ଭ ହୋଇଥିଲା । ଜରି ଅଖାରେ…

ମାଞ୍ଜା ସୂତା ଲାଗି ପିଉସୀ ଓ ପୁତୁରା ଗୁରୁତର

କଟକ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା…

ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର

ଭୁବନେଶ୍ବର: ବରିଷ୍ଠ ଆଇପିଏସ ପଦୋନ୍ନତିରେ ସରପ୍ରାଇଜ । ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର । ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ମିଳିଲାନି ଡିଜିପି ପାହ୍ୟା । ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଏବେ ଏଡିଜିପି…

ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

ସୁନ୍ଦରଗଡ଼: ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର । ସୁନ୍ଦରଗଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଅଘଟଣ । ରିଲେ ରେସ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର । ମେଡିକାଲ ସ୍ଥାନାନ୍ତର ପରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଛାତ୍ରଙ୍କ ନାଁ…

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ

ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା । ବଡ଼ଗଡ଼ ଓ ବ୍ରିଟ କଲୋନୀରେ ଠାବ ହୋଇଛି ୨ଟି ୩ ମହଲା କୋଠା । ଖୋର୍ଦ୍ଧାରେ ଦି’ମହଲା କୋଠା,…

ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଆଠଗଡ: ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।  ଆଠଗଡ ତାରିଣୀ ଛକରେ ଏକ ହୋଟେଲର ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହୋଟେଲ ପଛ ପଟେ ରହୁଥିବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।  ମୃତ ଯୁବତୀ କର୍ମଚାରୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।  ଆଠଗଡ଼ ଅଂଚଳର ଏକ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲା ପିଇଓ ଜିତେନ୍ଦ୍ର ଜେନା

କେନ୍ଦୁଝର: ଗିରଫ ହେଲା କରିତକର୍ମା ପିଇଓ । କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ତାଙ୍କର ୩୪ ଲକ୍ଷ ଟଙ୍କା ଥିବା ଜଣାପଡିଛି । ବଞ୍ଚୋ ପିଇଓ…

୫ ରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ: ଓମସା

ଯାଜପୁର : ୧୦ ଦଫା ଦାବି ପୂରଣ ଜିଦରେ ଅଟଳ ଓମସା । ଆସନ୍ତା ୫ ତାରିଖରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ ରହିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ -ଓମସା କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବ୍ୟାପୀ…