ନଦୀକୁ ଡେଇଁ ପ୍ରାଣ ହରାଇଲେ ଇଞ୍ଜିନିୟର ପରିବାର

ଆନ୍ଧ୍ରପ୍ରଦେଶ : ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର । ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା । ଜଣେ ଇଞ୍ଜିନିୟରଙ୍କ ପୂରା ପରିବାର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି । ପଞ୍ଚାୟତିରାଜ ଆସିଷ୍ଟାଣ୍ଟ ଇଂଜିନିୟର, ତାଙ୍କ ପତ୍ନୀ, ଝିଅ ଓ ଝିଅର ପୁଅ ନାତି ଗୋଦାବରୀ ନଦୀକୁ ଡେଇଁ…

ମହଙ୍ଗା ହେବ H-1B ଭିସା, ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା

ନୂଆଦିଲ୍ଲୀ: H-1B ଭିସା ହେବ ମହଙ୍ଗା । ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା । H-1B ଭିସାକୁ ନେଇ ଆମେରିକା ଏକ ବଡ଼ ପ୍ରସ୍ତାବ ଆଣିଛି । H-1B କୋଟା ଅଧୀନରେ ଆବେଦନ ପାଇଁ ପ୍ରାୟ ୯୯ ଲକ୍ଷ ଟଙ୍କାର ଅଲଗା ଫି’ ନେବାକୁ ଆମେରିକାର Department of Homeland Security…

ଦିଲ୍ଲୀରେ ବର୍ଷାର ତାଣ୍ଡବ, ରେଡ୍ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହା ସହିତ ଲାଗିଥିବା ଏନ୍‌ସିଆର୍‌ ଅଞ୍ଚଳରେ ମଙ୍ଗଳବାର ସକାଳୁ ହିଁ ମୁସଳଧାରା ବର୍ଷା ହେଉଛି । ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଛି ଏବଂ ଘନ କଳା ବାଦଲ ଦେଖି ଲାଗୁଛି ଯେ ବର୍ଷା ଦୀର୍ଘ ସମୟ ଧରି ଜାରି ରହିପାରେ । ଏହି କାରଣରୁ ଭାରତୀୟ ପାଣିପାଗ ବିଭାଗ (IMD)…

ଭାରତରେ ମହଜୁଦ ଅଛି ପ୍ରଚୁର ପରିମାଣରେ ଚିନି, ଖୁବଶୀଘ୍ର କମିବ ବର୍ଦ୍ଧିତ ଚିନି ଦର: ISMA

ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି । କୌଣସି ବି ସ୍ଥିତିରେ ଚିନିର ଅଭାବ ପରିଲକ୍ଷିତ ହୋଇନାହିଁ । ଆସନ୍ତା କିଛିଦିନ ମଧ୍ୟରେ ଖୁବଶୀଘ୍ର ବର୍ଦ୍ଧିତ ଚିନି ଦରରେ ହ୍ରାସ ଘଟିବ । ଦେଶରେ ବଢ଼ୁଥିବା ଚିନିଦର ନେଇ ଏହି ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଚିନିକଳ…

ସ୍କୁଲ୍‌ରେ ହିଜାବ ପିନ୍ଧିପାରିବେନି ମୁସଲିମ ଛାତ୍ରୀ!

ପ୍ରୟାଗରାଜ: ‘ଇସଲାମିକ୍ ଆସ୍ଥାର ଜରୁରୀ ଅଂଶ ନୁହେଁ ହିଜାବ’ ହିଜାବ ପିନ୍ଧିପାରିବେନି ମୁସଲିମ୍ ଛାତ୍ରୀ! ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମ ସହ ହିଜାବ ବା ମୁଣ୍ଡ ଢାଙ୍କିବା ପାଇଁ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦାବି କରିଥିବା ଜଣେ ମୁସଲିମ ଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି…

ମହିଳା ପ୍ରତିବାଦକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରାଥମିକତା ଭିତ୍ତିରେ ତଦନ୍ତ କରାଯିବ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଜୁଲାଇ ୨୦ରେ ଛାତ୍ର ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସ୍ୱତଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଆବେଦନର ବିଚାର କରିଛନ୍ତି। ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା…

SHGଙ୍କ ଦ୍ୱାରା ହେବ ଧାନ ସଂଗ୍ରହ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ ସଂଗ୍ରହକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଯେଉଁ ଏସଏଚଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଧାନ କ୍ରୟ ପାଇଁ ଆବଶ୍ୟକ ଭିତ୍ତିଭୂମି ସହ ପୂର୍ବ ଅଭିଜ୍ଞତା ରହିଛି, ସେମାନଙ୍କୁ…

ଗୁଣିଆର ଚେରମୂଳି ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ

କନ୍ଧମାଳ : ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ପଞ୍ଚାୟତ ନେଡିପଙ୍ଗା ଗାଁର ଦୃଶ୍ୟ । ବିବାହର ଅନେକ ବର୍ଷ ପରେ ମଧ୍ୟ କୈାଣସି ସନ୍ତାନ ନହେବାରୁ ଗୁଣିଆ ଠାରୁ ଚେର ମୂଳି ଆଣି ଖାଇଥିଲେ ଦମ୍ପତି । ସ୍ତ୍ରୀ ଲଳିତା କହଁର…

ସେପ୍ଟେମ୍ବର ୨୨ରୁ ବିଧାନସଭା ଅଧିବେଶନ, ରହିବ ୯ କାର୍ଯ୍ୟ ଦିବସ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ । ଚିଠା କାର୍ଯ୍ୟସୂଚୀ ଅନୁସାରେ…

ଆଜିଠୁ ଆରମ୍ଭ ହେଲା ରଥଭଙ୍ଗା କାମ, ୧୦ରୁ ୧୨ ଦିନ ଭିତରେ ହେବ ଶେଷ

ପୁରୀ: ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା…