ବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା ନାବାଳକ
ବାଙ୍କୀ : ଦୀର୍ଘ ସମୟ ବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା ବାଳକ । ବାଙ୍କୀର ସାହସୀ ବାଳକକୁ ନେଇ ଚର୍ଚ୍ଚା । ସ୍ଥାନୀୟ ଅଂଚଳରେ ଏହି ସାହସୀ ବାଳକକୁ ପ୍ରଶଂସା କରାଯାଉଛି । ଜଣେ ନାବାଳକ ଶୌଚ ଯାଇଥିବା ବେଳେ ହଠାତ୍ ବାରହା ଆକ୍ରମଣ କରିଥିଲା । ବାରହାକୁ ନ ଡରି ତାସହ ଲଢ଼େଇ କରିଥିଲା!-->…