ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ହତ୍ୟା

ବାଂଲାଦେଶ: ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେମାନଙ୍କୁ ହତ୍ୟା କରାଯାଇଛି ପ୍ରାରମ୍ଭିକ ତଦନ୍ତରୁ…

ଦିଲ୍ଲୀରେ H1N1ର ଆତଙ୍କ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍‌ଫ୍ଲୁଏଞ୍ଜା-A ମାମଲା ମଧ୍ୟ ୨,୩୦୦ରୁ ଅଧିକ ରହିଛି । ବଢୁଥିବା…

ଏଣ୍ଡୋସ୍କୋପିକ୍ କ୍ୟାମେରାରେ ପ୍ରଶ୍ନପତ୍ର ଲିକ୍‌ ! ପ୍ରଫେସରଙ୍କ ସମେତ ୬ ଗିରଫ

ଛତିଶଗଡ଼: ଛତିଶଗଡ଼ର ଦୁର୍ଗରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ (IGKV)ର ବିଏସ୍‌ସି ଏଣ୍ଟୋମୋଲୋଜି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଜଣେ ପ୍ରଫେସରଙ୍କ ସମେତ ୫ ଜଣ ଛାତ୍ର ଗିରଫ । ପୋଲିସର ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଗୋପନୀୟ ଭାବେ ସିଲ୍‌ ହୋଇଥିବା ଲଫାଫା ଖୋଲି ଏକ…

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୦ ଆହତ

ନୂଆଦିଲ୍ଲୀ: ଜାପାନରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମାରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା । ଭୂମିକମ୍ପ ପରେ ସୁନାମିର କୌଣସି…

କାନାଡ଼ା ଉପରେ ୫୦% ଟାରିଫ୍ ଲଗାଇଲା ଆମେରିକା

ୱାଶିଂଟନ: ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର ଏହି ପଦକ୍ଷେପ ପରେ କାନାଡ଼ା…

ନକଲି ଘଡ଼ି ବିକ୍ରୟ ରାକେଟ୍‌ର ପର୍ଦ୍ଦାଫାସ୍‌ – ପ୍ଲାଣ୍ଟସାଇଟ୍‌ ଥାନା

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ରାଉରକେଲା ପ୍ଲାଣ୍ଟସାଇଟ୍‌ ପୋଲିସ୍‌, ଟାଇଟନ୍‌, ଫାସ୍‌ଟ୍ରାକ୍‌ ଓ ସୋନାଟା ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍‌ର ନକଲି ଘଡ଼ି ସାଧାରଣ ଲୋକଙ୍କୁ ବିକ୍ରୟ କରୁଥିବା ଘଟଣାର ସଫଳ ଭାବେ ପର୍ଦ୍ଦାଫାସ୍‌ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ଅଭିଯୁକ୍ତମାନେ…

ପିଏନ୍‌ଜି ସଂଯୋଗ ତ୍ବରାନ୍ବିତ କରିବା ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଲୋକଙ୍କୁ ଏଲପିଜି ପରିବର୍ତ୍ତେ ପାଇପ୍‌ ଜରିଆରେ ଯେଭଳି ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ସେଥିପାଇଁ ପିଏନ୍‌ଜି ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଗ୍ୟାସ ବିତରକ ଓ ତୈଳ ବିପଣନ କମ୍ପାନିଗୁଡ଼ିକ…

ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ

ନୟାଗଡ଼: ନୟାଗଡ ବଣିକ ସଂଘ ଆନୁକୁଲ୍ୟରେ ବୋଲବମ୍ ସେବାସଂଘ , ନୟାଗଡ ଦ୍ବାରା ମହାପ୍ରଭୁ ଶିବଙ୍କ ସମ୍ପର୍କିତ ଭଜନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ମ୍ୟୁନିସିପାଲିଟୀ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କାଉନସିଲର…

ପାର୍ବଣ ଶୋଭାଯାତ୍ରାରେ ଅଘଟଣ, ଗଣେଶ ମୂର୍ତ୍ତି ଖସି ୨ ମୃତ ଓ ୫ ଆହତ

ନୂଆଦିଲ୍ଲୀ: ମୁମ୍ବାଇରେ ବଡ଼ ଅଘଟଣ । ବଡ଼ ଗଣେଶ ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ରାତିରେ ଏଭଳି ଅଘଟଣା ହୋଇଛି । ପାର୍ବଣ ଶୋଭାଯାତ୍ରା ସମୟରେ ‘ଭୁଲେଶ୍ୱରଚା ରାଜା’ ନାମକ ଏକ ବିରାଟ ମୂର୍ତ୍ତି ତଳେ ପଡ଼ିଯାଇଥିଲା । ଭୁଲେଶ୍ୱର…

ନଦୀରେ ଭାସି ଯାଇ ନାବାଳିକା ମୃତ, ଅଳ୍ପକେ ବର୍ତ୍ତିଲେ ୩ ସାଙ୍ଗ

ଭଦ୍ରକ : ଭାଲୁକୁଣୀ ଉଷା ପାଇଁ ରେବ ନଦୀରେ ଗାଧୋଇବା ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି । ରେବ ନଦୀର ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ଏଭଳି ଦୁଃଖଦ ଘଟଣା ଘଟିଛି । ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ନାଥସାହି ଗ୍ରାମର ଇପ୍ସିତା ରାଣୀ ନାଥଙ୍କ…