Browsing Category

ଓଡିଶା

ରାଜ୍ୟରେ ଡାନ୍ସବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର, ଦାବି କଲେ ଭୁବନେଶ୍ବର ଡାନ୍ସବାର ସଂଘ

ଭୁବନେଶ୍ୱର : ରାଜ୍ୟରେ ଡାନ୍ସ ବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର । ପ୍ରେସମିଟରେ ଦାବି କରିଛି ଭୁବନେଶ୍ବର ଡାନ୍ସ ବାର ସଂଘ । ସରକାର କଥା ଠିକ୍ ଭାବେ ବୁଝୁ ନଥିବା ଅଭିଯୋଗ କରିଛନ୍ତି । ବାର ମାଲିକମାନେ ସବୁ ସର୍ତ୍ତାବଳୀ ପାଳନ କରୁଛନ୍ତି । କିନ୍ତୁ ସରକାରଙ୍କ

ଏସିଆନ କରାଟେ କ୍ୟାଡେଟରେ ପଦକ ଜିତି ଇତିହାସ ରଚିଲେ ଆଲିଷା

ଭୁବନେଶ୍ୱର: ଓଡିଶାର କରାଟେ ଗର୍ଲ ଭାବେ ପରିଚିତ ଆଲିଷା ସୁବୁଦ୍ଧି ଏସିଆନ କ୍ୟାଡେଟ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଫିଲିପାଇନ୍ସର ଅନୁଷ୍ଠିତ ଏହି ଚାମ୍ପିୟନଶିପର ଜୁନିୟର ଓ ୨୧ ବର୍ଷରୁ କମ କ୍ୟାଡେଟ କାଟା ଚାମ୍ପିୟନଶିପରେ ସେ ଏହି କମାଲ କରିଛନ୍ତି । ୧୪ ବର୍ଷୀୟା ଆଲିଷା

ବିଏମସିର ପୂର୍ବତନ ଇଞ୍ଜିନିୟରଙ୍କ ସମ୍ପତ୍ତି ବ୍ୟାଜାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ଇଞ୍ଜିନିୟର ସୁବାଷ ଚନ୍ଦ୍ର ମିଶ୍ରଙ୍କ ୫.୮୬କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆର୍ୟବହିର୍ଭୁତ ସମ୍ପତ୍ତି ବ୍ୟାଜାପ୍ତ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିରେ ୩ଟି କୋଠା ରହିଛି। ମୌଜା

ଏସସିଏସଟି ସଂରକ୍ଷଣକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ, ଚାଲିପାରିଲା ନାହିଁ ଗୃହକାର୍ଯ୍ୟ

ଭୁବନେଶ୍ୱର : ବିଧାନସଭାରେ ସଂରକ୍ଷଣ ତାତି । ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସସିଏସଟି ସଂରକ୍ଷଣକୁ ନେଇ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭରୁ ବିରୋଧୀ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେପଟେ

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଯାହାକୁ ନେଇ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୧୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ

ସାଲିଆ ସାହି ଦେଶୀ ମଦ ଭାଟିରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲଡୋଜର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନି ଟି ମଦ କାରଖାନାକୁ ମାଟିରେ ମିଶାଇଲା । ଶନିବାର ନୟାପଲ୍ଲୀ ସ୍ଥିତ ସାଲିହା ସାହିରେ ଚଢାଉ କରି ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଏନେଇ ତୁରନ୍ତ ଆକ୍ସନ ମୋଡରେ

ଅଜଣା ରୋଗ ଆତଙ୍କ,ଆସିଲା ୧୪ଜଣଙ୍କ ରକ୍ତ ପରୀକ୍ଷା ରିପୋର୍ଟ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ପଂଚାୟତର ୧୩ନମ୍ବର ୱାର୍ଡରେ ଅଜଣାରୋଗ ଆତଙ୍କ ଦେଖାଦେଇଛି । ଏହାରି ଭିତରରେ ୧୪ଜଣ ରୋଗୀଙ୍କ ରକ୍ତ ନମୁନା ରିପୋର୍ଟ ଆସିଛି । ୧୪ଜଣଙ୍କ ମଧ୍ୟରୁ ୩ଜଣ ସ୍କ୍ରବ୍ ଟ୍ରାଇଫସରେ ଆକ୍ରନ୍ତ ଥିବା ବେଳେଅନ୍ୟ ୧୧ଜଣଙ୍କ ମଧ୍ୟରେ

ଅଗଷ୍ଟ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି 

ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅଗଷ୍ଟ ୨୬ ତାରିଖରେ ସରକାରୀ ଛୁଟି ପଡୁଥିବା ଯୋଗୁ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏହି ଦିନ ଜନ୍ମାଷ୍ଟମୀ ପଡୁଥିବାରୁ ସରକାରୀ ଛୁଟି ରହିଛି।

ଫ୍ୟାନରେ ଝୁଲି ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ ଜେଇ ଭାବେ ଭୋଗରାଇ ବ୍ଲକରେ ଗତ

ବାଚସ୍ପତିଙ୍କୁ ଅସମ୍ମାନ; ନିନ୍ଦା ପ୍ରସ୍ତାବ ପାରିତ କଲା ଶାସକ ଦଳ

ଭୁବନେଶ୍ବର: ଗୃହରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ପୋଡିୟମ ଉପରକୁ ଚଢିବା ବାଚସ୍ପତିଙ୍କ ମାଇକ ଟାଣିବା ଯେମିତି ନିତିଦିନିଆ କଥା ହୋଇଯାଇଛି । ଆଜିକୁ ୫ ଦିନ ହେଲାଣି ଆରମ୍ଭ ହେଲାଣି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ହେଲେ ପ୍ରଶ୍ନକାଳ ପରେ ଚାଲିପାରୁନି ଗୃହ । ଶୁକ୍ରବାରର