Browsing Category

ଓଡିଶା

ପାଠ୍ୟପୁସ୍ତକ ତ୍ରୁଟି ମାମଲା: କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର

ଭୁବନେଶ୍ୱର:ରାଜ୍ୟରେ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।ଏହି ମାମଲାରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରାଯାଇଛି।କ୍ରାଇମବ୍ରାଞ୍ଚ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS)ର…

ଖାଇବା ବିଳମ୍ବ ହେବାରୁ ଟାଇଲ୍‌ରେ ଛେଚି ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ

ରାଉରକେଲା: ଖାଇବା ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ନିଶାସକ୍ତ ସ୍ବାମୀ। ପତ୍ନୀଙ୍କୁ ଭଙ୍ଗା ଟାଇଲ୍‌ରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ (୩୨)। ଗତକାଲି ରାତି ପ୍ରାୟ ୧୧ଟାରେ ରଘୁନାଥପାଲି ଥାନା ଅନ୍ତର୍ଗତ ନେତାଜୀନଗର ପାହାଡ଼ ଉପରବସ୍ତିରେ ଏଭଳି…

ହୋଟେଲ୍‌ ମାଲିକଙ୍କୁ ହତ୍ୟା, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ବିଂଝାରପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ହାଟରେ ଆକ୍ରମଣର ଶୀକାର ହୋଇଥିବା ହୋଟେଲ ମାଲିକ ଅକ୍ଷୟ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ମୃତ୍ୟୁ ଘଟିଛି। ଆଜି (ସୋମବାର) ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ…

ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ସକାଳୁ ସକାଳୁ ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ମିଳିଛି ବୋମା ଧମକ। ଅନୁଗୁଳ ଜିଲା କୋର୍ଟକୁ ସୋମବାର ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯାଇଥିଲା। ଇ-ମେଲ୍ ଯୋଗେ ଏହି ଧମକ ମିଳିବା ପରେ ପୁଲିସ, ବମ୍ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ ଆରମ୍ଭ…

ରଥଯାତ୍ରାରେ ରାଜଧାନୀ ପାଇଁ ଟ୍ରାଫିକ୍ କଟକଣା

ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବ। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚର୍ତୁପାଶ୍ୱର୍ରେ ବହୁଳ…

ରଥଯାତ୍ରା ପୂର୍ବରୁ ମାତିଲେ ଲୁଟେରା ଗ୍ୟାଙ୍ଗ, ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା

ଭୁବନେଶ୍ୱର : ରଥଯାତ୍ରା ପୂର୍ବରୁ ମାତିଲେ ବନଜାରା ଗ୍ୟାଙ୍ଗ । ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା । ଆମ ବସରେ ପଶି ଲୁଟୁଛନ୍ତି । ଭିଡ଼ ମାର୍କେଟ ଏରିଆରେ ଲୁଟୁଛନ୍ତି ଗହଣା । ଏନେଇ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ । ସ୍ପେଶାଲ ସ୍କ୍ୱାଡ ଜରିଆରେ ନୟାପଲ୍ଲୀ ଅଞ୍ଚଳରେ…

ଆସନ୍ତା ୧୯ ରେ ରତ୍ନଭଣ୍ଡାର ଗଣତି

ପୁରୀ : ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ! । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା! । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓହ୍ଲାଇଥିବା ଗହଣାଗୁଡ଼ିକୁ…

ଆନ୍ଧ୍ରରେ କାୟା ମେଲାଇଲାଣି କୋଭିଡ, ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ । ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସମସ୍ତ…

ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରଙ୍କୁ ଉଠାଇ ନେଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ, ଧୂଷୁରୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଜମନ୍ତପୁର ଗାଁର ଅଭୟ ଜେନାଙ୍କୁ ଘରୋଇ…

ପୁରୀରେ ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି, NDRFର ସ୍ବତନ୍ତ୍ର ଟିମ୍ ମୁତୟନ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ…