Browsing Category

ଓଡିଶା

ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ, ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ଆପ୍

ପୁରୀ : ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ । ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ନାମକ ଆପ । ଶ୍ରୀମନ୍ଦିର ଟିମ୍ ନାଁରେ ପୂଜା ଓ ସେବାର ବିଜ୍ଞାପନ ଦେଇ ଭକ୍ତଙ୍କୁ ଠକୁଛି ଏହି ଆପ । ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ପାଇଁ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନେଇ…

ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ଇସ୍କନର ସ୍ପଷ୍ଟୀକରଣ, ଜାରି ହେଲା ପ୍ରେସ୍ ବିବୃତ୍ତି

ଭୁବନେଶ୍ବର: ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ ଆଜି ଆନ୍ତର୍ଜାତୀୟ…

ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ

ଭୁବନେଶ୍ବର: ରାଜଧାନୀରେ ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ । ସଚିବାଳୟର ଇନକ୍ବାରି ଅଫିସର ପରିଚୟ ଦେଇ କରୁଥିଲା ଠକେଇ । ସୁଟ୍ ବୁଟ୍ ପିନ୍ଧି ସରକାରୀ କ୍ଷମତାର ଭୟ ଦେଖାଇ ପୁରୀ, କୋଣାର୍କ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ରେଡ୍ କରୁଥିଲା । ଅଭିଯୁକ୍ତର ଠକେଇର ତରିକା ମଧ୍ୟ ବେଶ୍ ଚତୁର…

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବନ୍ଧ ଉପର ସାହି ଗାଁର ହେମନ୍ତ ବେହେରା । ହେମନ୍ତ କୌଣସି କାମରେ ତଳସାହି ଗାଁର ଏକ ଦୋକାନକୁ ଆସିଥିଲେ। ସେହି…

ମହାନଦୀକୁ ଡେଇଁଲେ ନାବାଳିକା, ମିଳୁନି ପତ୍ତା

ସମ୍ବଲପୁର: ସମ୍ବଲପୁର ସହରରେ ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀକୁ ଡେଇଁ ନାବାଳିକା ନିଖୋଜ । ସମ୍ବଲପୁର ସହରର ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡ଼େଇଁ ନାବାଳିକା ନିଖୋଜ ଅଛନ୍ତି । ଏବେବି ମିଳୁନି ପତ୍ତା । ନାବାଳିକା ଜଣକ ସହରର ମାୟାବଗିଚା ଅଞ୍ଚଳର। ଗତକାଲି ରାତି ପ୍ରାୟ ସାଢେ ୧୦ଟା…

ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ବ୍ୟବହାର ମନା

ପୁରୀ: ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା । ଏଥିରେ ବ୍ୟତିକ୍ରମ ଘଟିଲେ ସମ୍ପୃକ୍ତ…

ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ବାଣ୍ଡେଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଛି। ଛତିଶଗଡ଼ର ବାସିନ୍ଦା ଏହି ନାବାଳିକା ବାଣ୍ଡେଗାରେ ତାଙ୍କ…

ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ; ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ପୁରୀ:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ । ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ ଆଉ ଘରକୁ ଫେରିପାରିଲେନି। ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି…

ଉଦଳାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା: ଆଜଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଉଦଳାରୁ ଭୁବନେଶ୍ୱର ଚାଲୁଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ରବୀନ୍ଦ୍ର ପରିଚ୍ଛାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଉନଥିବାରୁ ଆଜି ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ…

ଝରିଗାଁ ପ୍ରାଣୀଧନ ବିଭାଗର ବିକାଶ ଓ ଚାଷୀଙ୍କ କଲ୍ୟାଣ ନେଇ ପ୍ରାଣୀଧନ ଅଧିକାରୀଙ୍କ ସହ ବିଧାୟକ ପ୍ରତିନିଧିଙ୍କ ଆଲୋଚନା

ଉମରକୋଟ/ଝରିଗାଁ :- ନବରଙ୍ଗପୁର ଜ଼ିଲ୍ଲାର ଝରିଗାଁ ବ୍ଲକରେ ପ୍ରାଣୀଧନ ବିକାଶ, ପଶୁପାଳକ ଓ ଚାଷୀଙ୍କ କଲ୍ୟାଣ ସହିତ ସରକାରଙ୍କ ବିଭିନ୍ନ ପ୍ରାଣୀଧନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ନେଇ ଆଜି ଝରିଗାଁ ପ୍ରାଣୀଧନ ଅଧିକାରୀ ଅଜୟ କୁମାର ମାଝୀଙ୍କ ସହ ଉମରକୋଟ ବିଧାୟକ ନରସିଂହ ଭତରାଙ୍କ ବିଭାଗୀୟ…