Browsing Category

ଓଡିଶା

କାଣୀ ନଦୀରେ ୩୦ ଫୁଟର ଘାଇ, ଜମିରେ ପଶିଲା ବନ୍ୟା ଜଳ

ଯାଜପୁର ଟାଉନ : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରବେଶ କରିଛି ପ୍ରଥମ ବନ୍ୟାଜଳ । ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡା ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ…

ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି; ସହରରେ ପୁଲିସ ଛାଉଣୀ

ଟିଟିଲାଗଡ଼: କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦିବାସୀଙ୍କୁ କ୍ରମାଗତ ଭାବରେ ଅବହେଳା କରୁଥିବା ଅଭିଯୋଗ କରି ଆଜି ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ବିଶାଲ ମେଳି ଓ ରାଲି ପୁଲିସ ପ୍ରଶାସନର ନିଦ ହଜେଇ ଦେଇଥିବା ଦେଖାଯାଇଥିଲା। ସମଗ୍ର ସହର ପୁଲିସ ଛାଉଣୀରେ ପରିଣତ ହୋଇଥିଲା। ଶହ…

ଗଛରୁ ଝୁଲନ୍ତା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଆସ୍କା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ କଲରା ପତରିଆ ମୃତଦେହ ଉଦ୍ଧାର ହୋଇଛି । ଶିକାରୀ ଫାସ ବସାଇଥିବା ବେଳେ ଫାସରେ ଲାଗି ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । …

ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ କଲା ଡିଆରଆଇ ଓ କଷ୍ଟମ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ବିପୁଳ ପରିମାଣର ମାରିଜୁଆନ ଜବତ କରିଛି ଡିଆରଆଇ ଓ କଷ୍ଟମ ବିଭାଗ । ବ୍ୟାଙ୍କକ୍‌ ରୁ ଆସୁଥିବା ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ…

ସହରାଞ୍ଚଳରେ ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା…

ଶିଶୁ ବାଟିକା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ୭୨୩୪ ଶିକ୍ଷକ

ଭୁବନେଶ୍ୱର: ଗତ ଶିକ୍ଷା ବର୍ଷରୁ ରାଜ୍ୟରେ ଲାଗୁ ହୋଇଥିଲା ଶିଶୁ ବାଟିକା। ରାଜ୍ୟର ୪୫ ହଜାର ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା ଶ୍ରେଣୀ । ଅଙ୍ଗନବାଡ଼ିରୁ ସିଧା ପ୍ରଥମ ଶ୍ରେଣୀ ନୁହେଁ ଶିଶୁବାଟିକାରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ସରକାର ଶିଶୁଙ୍କ ଯତ୍ନ…

ଭୋଟର ତାଲିକାରୁ କଟିଲାଣି ୨୦ ଲକ୍ଷରୁ ଅଧିକ ନାମ !

ଭୁବନେଶ୍ୱର: ଗତ ନିର୍ବାଚନରେ ଆପଣ ଭୋଟ୍ ଦେଇଥିଲେ କି? ଯଦି ହଁ, ତେବେ ନିଶ୍ଚିନ୍ତ ହୋଇ ବସି ରୁହନ୍ତୁ ନାହିଁ। କାରଣ ଆଗାମୀ ଦିନରେ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ନୂଆ ଭୋଟର ତାଲିକାରେ ଆପଣଙ୍କ ନାମ ନଥାଇ ମଧ୍ୟ ପାରେ! ୨୦୨୬ ମସିହା ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ (Special…

ଏଥର ରଥଯାତ୍ରାରେ ନିୟୋଜିତ ହେବେ ୧୨ ହଜାର ପୁଲିସ କର୍ମଚାରୀ

ଭୁବନେଶ୍ବର : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଶେଷ। ଆଉ ୯ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ତରଫରୁ ବ୍ୟବସ୍ଥାର କରାଯାଇଛି ଏନେଇ ପୁଲିସ…

ସୀତା ନଦୀରେ ଭାସିଗଲେ ୪ ଯୁବକ, ଜଣେ ମୃତ ; ୩ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତଣ୍ଡିବେଡା – ମନୋହରପୁର ଗ୍ରାମ ମଧ୍ୟସ୍ଥ ସୀତା ନଦୀ ପୋଲ ନିକଟରେ ଆଜି ଉପର ମୁଣ୍ଡରୁ ଆସୁଥିବା ବଢ଼ି ପାଣିରେ ସେଠାରେ ଗାଧାଉଥିବା ଲକ୍ଷ୍ମିପଶି ଗ୍ରାମର ୪ ଜଣ ଯୁବକ ଭାସି ଯାଇଥିଲେ। ଆଜି ପୂର୍ବାହ୍ନ ୧୦ଟା ପରେ ପରେ…

ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଏଏସଆଇ ଓ କନେଷ୍ଟବଳ ନିଲମ୍ବିତ

ବିଶୋଇ : ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଏବଂ ପୁଲିସ ବିଭାଗର ବିଶ୍ୱାସନୀୟତା ଉପରେ ଆଞ୍ଚ ଆଣିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗୋ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରଖି ଖବର ଲିକ୍ କରିବା ଅଭିଯୋଗରେ ଝାରପୋଖରିଆ ଥାନାର ଜଣେ ଏଏସଆଇ…