Browsing Category

ଓଡିଶା

ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ପ୍ରଣବ

ଭୁବନେଶ୍ୱର : ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିପକ୍ଷ ଦଳ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳୁଛି। ଉଭୟ ଦଳ ଉଭୟଙ୍କୁ ର୍ଟାଗେଟ୍‌ କରିବାରେ ଲାଗିଛନ୍ତି। ଏହି ସମୟରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି ଭାଜପା ଉପରେ ବର୍ଷିଛନ୍ତି । ସେ

ଚଳଚଞ୍ଚଳ ହୋଇଛି ରଥଖଳା

ପୁରୀ : ଚଳଚଞ୍ଚଳ ହୋଇଛି ରଥଖଳା। ନିର୍ମାଣ ଚାଲିଛି ମହାପ୍ରଭୁଙ୍କ ରଥ କାର୍ଯ୍ୟ। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥ ନିର୍ମାଣ ପରମ୍ପରାର କୋଣଗୁଜ ଅନୁକୂଳ ହୋଇଥିଲା। ଶ୍ରୀଜିଉମାନଙ୍କର ଯାତଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିଛନ୍ତି।ରୂପକାର

ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଖୋର୍ଦ୍ଧା : ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଖାଲି ସାମିଲ୍‌ ହୋଇନାହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ୍‌ ରୋଡ୍‌ ଶୋ'ରେ ସେ ସାମିଲ୍ ହୋଇ ଅପରାଜିତା ଓ

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ ପ୍ରସଙ୍ଗରେ ଜବାବ ଦେବା ସହ ନିର୍ବାଚନୀ ସଭାମଞ୍ଚରେ ଖୋଲା ଆହ୍ବନ ଦେଇଛନ୍ତି। ଲେଖାଶ୍ରୀଙ୍କୁ ତାଙ୍କ

ଅଟକିଛି ଆର୍‌ଏମ୍‌ସି ନିର୍ବାଚନ ବିକାଶ ଦେଖୁନି ସହରର ୧୩୨ ବସ୍ତି, ବାସ କରୁଛନ୍ତି ୪୦ ହଜାର ପରିବାର

ରାଉରକେଲା: ରାଉରକେଲା ଏନ୍‌ଏସିରୁ ପୌରପାଳିକା ଓ ପରେ ମହାନଗର ନିଗମ ଘୋଷଣା ହେଲା। ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି ପାଇଲା। ଆର୍‌ଏମ୍‌ସି ଅଧୀନରେ ମୋଟ ୧୩୨ ବସ୍ତି ରହିଛି। ବସ୍ତିରେ ୪୦, ୪୮୦ ପରିବାରରେ ମୋଟ ଲୋକସଂଖ୍ୟା ହେଉଛି ୧,୬୪, ୮୬୦ । ସହରର ମୋଟ ଲୋକସଂଖ୍ୟାର ୫୦%ରୁ ଅଧିକ

ଏବେ ଛକ ଛକରେ ଜଗିଛନ୍ତି ପୁଲିସ କିନ୍ତୁ ଗଳା ବାଟ ଅନେକ…!

ଭୁବନେଶ୍ବର : ନିର୍ବାଚନ ଓ ସହର ମଧ୍ୟରେ ଘଟୁଥିବା ବିଭିନ୍ନ ଅପରାଧକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖଣ୍ଡଗିରି ଥାନା,

ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଚାଲିଛି; ତାହା ହେଉଛି ‘ତାମିଲନାଡୁ’: ହିମନ୍ତ ବିଶ୍ୱଶର୍ମା

କେନ୍ଦୁଝର : ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଚାଲିଛି। ସେହି Tର ଅର୍ଥ ହେଉଛି ‘ତାମିଲନାଡୁ’। ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭି.କେ. ପାଣ୍ଡିଆନ୍‌ଙ୍କୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏଥିସହ ସେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଲା: ଶନିବାର ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪.୪୮ଲକ୍ଷ ଭୋଟର

ଭୁବନେଶ୍ବର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭାର ୯୪ଲକ୍ଷ ୪୮ହଜାର ୫୫୩ଜଣ ଭୋଟର ମୋଟ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ହେବ ଓ

୨୬ ଓ ୨୭ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା!

ଭୁବନେଶ୍ବର : ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ଓ ୨୭ ତାରିଖରେ କେତେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ‍ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଦୁର୍ନୀତିରେ ଉବୁଟୁବୁ ଭଞ୍ଜନଗର ପୂର୍ତ୍ତ ବିଭାଗ : ପାଦେ ପାଦେ ଦୁର୍ନୀତି ର ଗନ୍ଧ …!

ଵ୍ରହ୍ମପୁର: ୨୩ -୫ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଡିଭିଜନର ଅଧିନ ରେ ଥିବା ଇଲାକାରେ ନିର୍ବାଚନ କୁ ଆଖି ଆଗରେ ରଖି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି।ଉପଖଣ୍ଡ ସ୍ତରୀୟ ଟେଣ୍ଡେର ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା