Browsing Category

ଓଡିଶା

ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ

ବଲାଙ୍ଗୀର : ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ ନାଲ ନିକଟରେ। ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ ପୁତୁଳାତଳେଇ ଗାଁର ଜଗବନ୍ଧୁ ଘିବେଲା ଆଜି ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇ

ମାଓବାଦୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୭ ନକ୍ସଲ ନିପାତ

ମାଲକାନଗିରି: ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲମାନଙ୍କର ଆତଙ୍କ ଶେଷ ହେଉ ନାହିଁ। ନକ୍ସଲମାନେ ସବୁବେଳେ ଗ୍ରାମାଞ୍ଚଳରେ କ୍ଷତିକରିବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାବଳଙ୍କ ଗୁଳିରେ ୭ ଜଣ ନକ୍ସଲ ନିପାତ ହୋଇଛନତି। ଦନ୍ତେୱାଡା

ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀଙ୍କ ନିଷ୍ପତ୍ତି: ନଡ୍ଡା

କରଞ୍ଜିଆ: କେନ୍ଦୁଝର ଜିଲ୍ଲା କରଞ୍ଜିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଛନ୍ତି। ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେଇ ବିଜେପି ସରକାର ଓଡ଼ିଶାରେ ଗଠନ କରିବାକୁ

ସମ୍ଭାବିତ ବାତ୍ୟା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର: ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏସ୍‌ଆରସି ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବିତ ବାତ୍ୟାର ଗତିପଥ ନେଇ ରିପୋର୍ଟ ଆସିଛି। ବଙ୍ଗୋପସାଗରରେ

୧୦ମାସ ପରେ ଜେଲରୁ ବାହାରିଲେ ଛତ୍ରପୁରର ପୂର୍ବତନ ବିଧାୟକ

ଭୁବନେଶ୍ବର: ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଦୀର୍ଘ ୧୦ମାସ ପରେ ଜେଲରୁ ବାହାରିଛନ୍ତି।ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତୃତୀୟ ୨୦୨୩ ଜୁଲାଇ ୩୧ତାରିଖରେ ନାରାୟଣ

ରାଜଧାନୀରେ ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ ରାସ୍ତାର

କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ, କଟକ ସାଂସଦଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ

କଟକ: କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ । ବାଲିଯାତ୍ରା ପଡ଼ିଆରେ ସଭାରେ ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । କହିଛନ୍ତି,ବିଜେଡି ସରକାର ଲୋକଙ୍କୁ

ବଙ୍ଗୋପସାଗରରେ ଲଘୁଚାପ, ଝଡ଼ବର୍ଷା ନେଇ ୨୪ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର :ବଙ୍ଗୋପସାଗରରେ ଲଘୁଚାପ । ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର

ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ: ପାଣ୍ଡିଆନ୍

ନୟାଗଡ଼:ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ନୟାଗଡ଼ରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ୫ଟି ସ୍କୁଲ

‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’ : ପାଣ୍ଡିଆନ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ