Browsing Category

ଓଡିଶା

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ। ORHDS ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ । ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି

ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ, ଦୁଇ ଗିରଫ

ଭୁବନେଶ୍ବର: ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ବର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ସୋମବାର ପୂର୍ବାହ୍‌ଣରେ ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ

ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ ଗ୍ୟାଙ୍ଗ୍‌

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ

ସାପ ସହ ଅଘୋରୀ ବାବାଙ୍କ ନୃତ୍ୟ

ପୁରୀ : ବେଳେବେଳେ ଏମିତି କିଛି ଘଟଣା ଆମ ମାନଙ୍କ ସାମ୍ନାରେ ଘଟିଥାଏ, ଯାହା କେବେ କଳ୍ପନା ବି କରାଯାଇନପାରେ । ଯେମିତି ଏହି ଘଟଣା । ବିନା କୌଣସି ଡରରେ ସାପ ସହ ଖେଳ । ବାରଣ କରିବେ କଣ ଲୋକ ଓଲଟି ମଜା ନେଲେ । ଏମିତି କିଛି ଦେଖିବାକୁ ମିଳିଛି ଏକ ମେଳଣ ଯାତ୍ରା ସମୟରେ । ଗ୍ରାମୀଣ

ପୌରାଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ପ୍ରକାଶ ଥାଉ କି ଆଜି ଅନାସ୍ଥା ଉପରେ ମତଦାନ ହେବାର ଥିଲା। ଏ ନେଇ ଜିଲାପାଳ ନୋଟିସ ଜାରୀ କରିଥିଲେ। ତେବେ ହାଇକୋର୍ଟଙ୍କ ଆଦେଶ ପରେ ଆସନ୍ତା ମାସ ୧୫

୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଉପରେ ଥିବାବେଳେ ୪୩.୮ ଡିଗ୍ରୀ ସେଲ୍ସିୟସ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି | ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା

ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ

ଗଞ୍ଜାମ: ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ । ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ସ୍ବାଇଁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପଛର କାରଣ ବ୍ୟକ୍ତିଗତ ବୋଲି ଉଭୟ ଉଲ୍ଲେଖ କରିଛନ୍ତି । ଦୈତାରୀ ବେହେରା ହେଉଛନ୍ତି

ଏପ୍ରିଲ ୨୮ ଏବଂ ମେ ୩ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଓଡିଶା ଆସିବେ ରାହୁଲ ଗାନ୍ଧୀ । କରିବେ ନିର୍ବାଚନୀ ପ୍ରଚାର । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ଗସ୍ତ

ପ୍ରଚାର ବେଳେ ବିଜେଡି ନେତା ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ: ପୁରୀ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ପିପିଲିରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ପ୍ରବଳ ଗରମ ଏବଂ ଆର୍ଦ୍ରତା ତାଙ୍କ ହଠାତ୍ ଅସୁସ୍ଥତାର ସମ୍ଭାବ୍ୟ କାରଣ ବୋଲି କୁହାଯାଇଛି। ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ

ପ୍ରାର୍ଥିପତ୍ର ଦାଖଲ କଲେ ତାରା, ପ୍ରଦୀପ୍ତ, ପ୍ରଦୀପ ଓ ମାଳବିକା

ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ତାରାପ୍ରସାଦ ବାହିନୀପତି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାରା ବାହିନୀପତି। ନାମାଙ୍କନ