Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିର୍ବାଚନ ପ୍ରସ୍ତୁତି ପାଇଁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସ୍ଥଗିତ
ସମ୍ବଲପୁର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ କୌଣସି ଶୋଭାଯାତ୍ରା କିମ୍ବା ରାଲି ଆୟୋଜନ କରାଯିବ ନାହିଁ। ହନୁମାନ ଜୟନ୍ତୀ ସମନ୍ବୟ ସମିତି ସହ ବୈଠକ ପରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି ନିଷ୍ପତ୍ତି!-->…
ଦଳ ଡେଇଁବା ପରେ ଗଣେଶ୍ବରଙ୍କୁ ବିଜେଡି ଭିତରୁ ଜୋରଦାର ବିରୋଧ
କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଶାସକ ଦଳରେ ଯୋଗ ଦେବା ପରେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଗଣେଶ୍ବର ବେହେରାଙ୍କ ପ୍ରବେଶକୁ ତୀବ୍ର ବିରୋଧ କରିବା ସହ ଆମଦାନୀ ହୋଇଥିବା ନେତାଙ୍କୁ ନିର୍ବାଚନ!-->…
ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା
ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର!-->!-->!-->…
ରାଜଧାନୀରେ ପୁଣି କଳା କାଚ ଧରପଗଡ
ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ ।
ପୋଲିସ!-->!-->!-->…
୨୦୨୪ରେ ସ୍ବାଭାବିକ ହେବ ମୌସୁମୀ
ଭୁବନେଶ୍ୱର : ୨୦୨୪ରେ ମୌସୁମୀ ସ୍ବାଭାବିକ ହେବ । ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ଦୀର୍ଘ ଅବଧି ଆଭାରେଜରେ ୧୦୨ପ୍ରତିଶତ ମୌସୁମୀ ବର୍ଷା ଆକଳନ କରାଯାଇଛି ।
ସାରା ଦେଶରେ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେବ ।!-->!-->!-->…
ପୁରୀ ବେଳାଭୂମିରେ ଶହ ଶହ ଜେଲିଫିସ୍
ପୁରୀ: ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । ତେଣୁ!-->…
ଘୋଡାହାଡ ନଦୀ ପାଲଟିଛି ଆବର୍ଜନା କୁଣ୍ଡ
ହିଞ୍ଜିଳିକାଟୁ ୯/୪ : ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ହେଉଛି। ଅନେକ ଜାଗାରେ ସ୍ୱଚ୍ଛ ଭାରତ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ପରିବେଶ ,ଜଳାଶୟ ଓ ନଦୀ ବି ପ୍ରଦୂଷିତ ହେବାର ଦେଖାଯାଉଛି। ସେଭଳି ଘଟଣା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ!-->…
କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା, ଗୋଡ଼ରେ ବନ୍ଧା ହୋଇଛି ସ୍ଵତନ୍ତ୍ର GPS
ଢେଙ୍କାନାଳ: କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୁଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୁଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି। ଏକ ଏକ୍ସପୋର୍ଟ ଟିମ୍ ଓ!-->…
ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ଧମକାଉଛି ବିଜେପି : ସସ୍ମିତ ପାତ୍ର
ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ବିଜେପି ନେତା ଧମକାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟରେ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଧମକ ଦିଆଯାଉଛି । ତାଙ୍କ ପାଇଁ କାମ ନକଲେ ନିର୍ବାଚନ!-->…
୫ କଲରା ପତରିଆ ବାଘ ଛାଲ ଜବତ
ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ । ବେପାରୀ ସାଜି ପହଞ୍ଚିଲେ ବନ କର୍ମଚାରୀ। ବହୁ ସମୟ ପରେ ଫାଲନାଲ୍ ହେଲା ଡିଲ୍ । ମାତ୍ର ବାଘ ଛାଲ ବିକ୍ରି ପୂର୍ବରୁ ଅଭିଯୁକ୍ତଙ୍କୁ ମାଡ଼ି ବସିଲେ ବେପାରୀ ବେଶରେ ଥିବା ବନ କର୍ମଚାରୀ। ଏଥିସହ ସେମାନଙ୍କ ନିକଟରୁ ୫ଟି କଲରା ପତରିଆ ବାଘ!-->…