Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରଣନୀତି ପ୍ରସ୍ତୁତ କରୁଛି ଏଆଇସିସି: ଓଡ଼ିଶାରେ କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତି
ଭୁବନେଶ୍ବର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ କରିଛି ଏଆଇସିସି। ଓଡ଼ିଶାରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କୁ ସହାୟତା କରିବା ଲାଗି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟିମ୍ ଓଡ଼ିଶାରେ ବୁଲୁଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ୩୦-୪୦ ଜଣିଆ ଟିମ୍!-->…
ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲା: କନିଷ୍ଠ ଯନ୍ତ୍ରୀଙ୍କୁ ତିନି ବର୍ଷ ଜେଲଦଣ୍ଡ
ଜୟପୁର: ଆୟବର୍ହିଭୁତ ସଂପତ୍ତି ଠୁଳ ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଗୁଣୁପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ!-->…
ସାଙ୍ଗଙ୍କ ସହ ଭୋଜି ପାଇଁ ଯାଇଥିଲେ ଯୁବକ, ନଦୀରୁ ମିଳିଲା ମୃତଦେହ
ଢେଙ୍କାନାଳା . ସାଙ୍ଗଙ୍କ ସହ ଭୋଜି କରିବାକୁ ଯିବା ହେଲା କାଳ। ହସଖୁସିରେ ମାତି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ଆଉ ଲିଭିଗଲା ଜୀବନ ଦୀପ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର କିଶନଚାନ୍ଦ ଭୂୟାଁ ।କିଶନ ନିଜ ସାଙ୍ଗମାନଙ୍କ ସହ କାନପୁରା!-->…
ତାଳଚେର କଣିହାଁ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ
ତାଳଚେର : ତାଳଚେର କଣିହାଁ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୨ରୁ ଅଧିକ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।ଏତେ ଜୋରରେ ନିଆଁ ଲାଗିଛି ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ!-->…
ପାଣି ପାଇଁ ଥାନାରେ ପହଞ୍ଚିଲେ ଶତାଧିକ ଗାଁ ଲୋକ
କଣ୍ଟାବାଞ୍ଝି : ରାସ୍ତା କାମ କରୁଥିବା ଠିକାଦାର ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍ ଭାଙ୍ଗିଦେଲା। ଯେତେ ଗୁହାରୀ କଲେ ମଧ୍ୟ ଶୁଣିଲା ନାହିଁ। ଶେଷରେ ଆଜି ଶତାଧିକ ଗାଁ ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।!-->…
ମୋ ବସ୍ ପୁଣି ଦୁର୍ଘଟଣାଗ୍ରସ୍ତ: ଶିଶୁ ଓ ମହିଳାଙ୍କ ସମେତ ୧୬ ଯାତ୍ରୀ ଆହତ, ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ
ଭୁବନେଶ୍ବର/ଖୋର୍ଦ୍ଧା: ରାଜ୍ୟର ପ୍ରମୁଖ ସହରରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଥିବା ପରିବହନ ବ୍ୟବସ୍ଥାର ଅନ୍ୟତମ ମାଧ୍ୟମ ‘ମୋ ବସ୍’ ସେବାରେ ପୁଣି ତ୍ରୁଟି ଦେଖାଯାଇଛି। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା!-->…
ଆନ୍ଧ୍ରକୁ କାର୍ରେ ନିଆଯାଉଥିଲା ୫୫.୨୦ ଲକ୍ଷ, ନାକା ଚେକିଂ ବେଳେ ବିନିକାରେ ଧରାପଡ଼ିଲା
ବିନିକା: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିବା ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ସହ ଏକ ରୁପେଲି ଦାମୀକାର୍କୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି। ଏଥି ସହିତ ଟଙ୍କା ନେଇକି ଯାଉଥିବା ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚାରଉଚରା!-->…
୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ୨ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ଆଠ ଆଠ ଲକ୍ଷର ଦୁଇ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ନାମରେ ୧୬ ଲକ୍ଷ ଟଙ୍କା ପୁରସ୍କାର ଥିଲା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପି କିରଣ ଚୌହାନ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ମାଓବାଦୀ ହେଲେ!-->…
ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ
ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଆଜି ସମାନ ପରିମାଣରେ ଅନୁଗୁଳରେ ସୂର୍ଯ୍ୟଦେବତା ପ୍ରଭାବ ଦେଖାଇଛନ୍ତି। ଅର୍ଥାତ ଆଜି ଅନୁଗୁଳରେ!-->…
ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁଣି ବିଜେଡିରେ ଯୋଗଦେଇ ପାରନ୍ତି
ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ!-->…