Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା
ମୟୂରଭଞ୍ଜ: ଖଣ୍ଡେ ପାନ ପାଇଁ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଟିଆଁସି ଗାଁରେ ଅଘଟଣ । ଅନନ୍ତ ନାଏକଙ୍କୁ ସେହି ଗାଁର ଧୀରେନ ନାଏକ ପ୍ରତିଦିନ ପାନ ମାଗି ଖାଉଥିବା ବେଳେ ପାନ ନଦେଲେ ଗାଳିଗୁଲଜ କରିବା ସହ!-->…
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର
ସୋରଡା: ପାର୍ବଣ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଫୁଟିଲା ଗୁଳି, ଜଣେ ଆହତ । କିଛି ମାସର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା । ବଡ଼ ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗାଁରେ ଗୁଳିକାଣ୍ଡ । ଗାଁର ୩୦ ବର୍ଷୀୟ ଜୟସେନ ପ୍ରଧାନଙ୍କୁ ଯୋଡ଼ା ବନ୍ଦ ଛକ ଠାରେ ଗୋଟିଏ ବାଇକରେ୩!-->…
ଟ୍ୟୁସନ୍ ବାହାନାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରିନ୍ସିପାଲ୍ ଗିରଫ
ବରଗଡ଼ : ଗୁରୁ ନାଁରେ କଳଙ୍କ l ଛାତ୍ରଙ୍କୁ ଟ୍ୟୁସନ୍ ପଢାଇବା ବାହାନାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ବରଗଡ ବରଡୋଲରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସିପାଲ୍ ଏଭଳି କାଣ୍ଡ ଭିଆଇଛନ୍ତି l ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ପ୍ରଥମେ କନଫରେନ୍ସ ପାଇଁ କଲେଜର କୋଚିଂ!-->…
ଚାଷ ଶିଖିବେ ଛାତ୍ରଛାତ୍ରୀ, ବିଦ୍ୟାଳୟ ସ୍ତରରେ ଆରମ୍ଭ ହେବ ‘ଡୁଆଲ୍ ମୋଡ୍’ ଧନ୍ଦାମୂଳକ ଶିକ୍ଷା
ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରେ ପାରମ୍ପରିକ ଶ୍ରେଣୀଗୃହ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ୟାବହାରିକ ଓ ଧନ୍ଦାମୂଳକ ଶିକ୍ଷା । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ!-->…
ବଜ୍ରକାପ୍ତା କାତି ଚାଲାଣ: ୬ ଗିରଫ, ୩୫୨ କାତି ଜବତ
ମାଲକାନଗିରି:ମାଲକାନଗିରି ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଚୋରା ଚାଲାଣ ସମୟରେ ଛଅଜଣଙ୍କୁ ଗିରଫ କରିବା ସହ ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛନ୍ତିା ଏ ସମ୍ବନ୍ଧରେ ମାଲକାନଗିରି ଖଣ୍ଡୀୟ ବନାଧିକାରୀ ସାଇକିରଣ ଡି.ଏନ୍ ଦେଇଥିବୂ ସୂଚନା ଅନୁ ଯାୟୀ ମାଲକାନଗିରି ଓ ମାଥିଲି ରେଞ୍ଜର ବନ ବିଭାଗ!-->…
ଘୋଷଣାରେ ସୀମିତ ୧୦୦ ଇ-ବସ୍, କେବେ ହେବ ଦ୍ବିତୀୟ ଟେଣ୍ଡର୍ ?
ବ୍ରହ୍ମପୁର: ଯୋଜନା ପରେ ଯୋଜନା, ଘୋଷଣା ପରେ ଘୋଷଣା। କିନ୍ତୁ ବାସ୍ତବ ଚିତ୍ର ବଦଳୁ ନାହିଁ। ବ୍ରହ୍ମପୁର ସହରରେ ‘ଆମ ବସ୍’ ଚଳାଚଳକୁ ବ୍ୟାପକ କରିବାକୁ ସରକାରୀସ୍ତରରେ ଯୋଜନା ହେଉଛି। ୧୦୦ ଇ-ବସ୍ ଚଳାଚଳ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାତ୍ରୀଙ୍କ ପାଇଁ ମୌଳିକ ଆବଶ୍ୟକତା ତଥା!-->…
ପାର୍ବଣ ପୂର୍ବରୁ ବନ୍ଧା ହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଲୁଟେରା
ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍!-->…
ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଛି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ମିଳିଲା ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ ନିବେଶକମାନେ ଏବେ ଓଡ଼ିଶାରେ ନିଜର!-->…
ନିର୍ଯାତନା ସହି ନପାରି ନଦୀକୁ ଡେଇଁଲା ନାବାଳକ, ୫ କି.ମି. ଭାସିବା ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଯାଜପୁର : ନିର୍ଯାତନା ସହି ନପାରି ନଦୀକୁ ଡେଇଁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଯାଜପୁର ବୁଢ଼ା ନଦୀ ଚଂପାଛନ୍ଦା ଘାଟରୁ ନାବାଳକ ଜଣକ ଡେଇଁଥିବା ବେଳେ ପାଞ୍ଚ କି.ମି. ନଦୀରେ ଭାସିଯିବା ପରେ ବୁଢ଼ା ଘାଟ ଜାହାନପୁର ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଯାଜପୁର ଟାଉନ ଥାନା ଗୋଖନା!-->…
ରାଉରକେଲା ସର୍କିଟ୍ ହାଉସ୍ରେ ପର୍ଣ୍ଣ ଷ୍ଟାରଙ୍କ ରହଣି, ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ
ରାଉରକେଲା: ରାଉରକେଲା ସହରସ୍ଥିତ ସରକାରୀ ସର୍କିଟ୍ ହାଉସ୍ରେ ଜଣେ ‘ଆଡଲ୍ଟ ଫିଲ୍ମ’ ଅଭିନେତ୍ରୀଙ୍କ ରହଣି ଘଟଣାରେ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏସ୍ପି (SP) ପାହ୍ୟାର ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ଗତ ବର୍ଷ ଡିସେମ୍ବର!-->…