Browsing Category

ଓଡିଶା

ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ

ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ।  ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ ।  ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର ।  ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ ।  ଆଜି ସକାଳୁ…

ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶ୍ରୀମନ୍ଦିରରେ ହାଇ-ଟେକ୍ ନଜର ଓ ଡିଜିଟାଲ୍ ସର୍ଭେଲାନ୍ସ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ…

ଫାଷ୍ଟଫୁଡ୍ ଦୋକାନ ପରିସରରେ ଯୁବକଙ୍କୁ ହତ୍ୟା

କଣ୍ଟାମାଳ : ବୌଦ୍ଧରେ ବୀଭତ୍ସ ହତ୍ୟାକାଣ୍ଡ । ବିଅର ବୋତଲରେ ଗଳା କାଟିବା ପରେ ପଥରରେ ଛେଚି ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ବର୍ବରୋଚିତ ଭାବେ…

ଭିଜିଲାନ୍ସ ଜାଲରେ ଏଲଆଇ, ସର୍ଚ୍ଚ ବେଳେ ଘରୁ ମିଳିଲା ୮ଲକ୍ଷ ୨୪ ହଜାର ଟଙ୍କା

ନବରଙ୍ଗପୁର: ୮୦ ହଜାର ଟଙ୍କା ଲାଞ୍ଚ ନେଇ ଏଲଆଇ ଗିରଫ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ନବରଙ୍ଗପୁର ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ଗିରଫ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ଦେବାକୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ କାରବାର…

ଟ୍ରକ୍ ପଛରେ ପିଟିଲା ପିକଅପ୍ ଭ୍ୟାନ, ୨ ମୃତ

ଛତ୍ରପୁର: ଟ୍ରକ୍ ପଛରେ ପିଟିଲା ପିକପ୍ ଭ୍ୟାନ। ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ପିଟିଥିଲା ଏକ ପିକଅପ ଭ୍ୟାନ । ଭ୍ୟାନ୍ ଡ୍ରାଇଭର ଓ ହେଲପରଙ୍କ…

ଘାଟି ତଳକୁ ଖସିଲା ବାଇକ୍, ୩ ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ରାଇରଙ୍ଗପୁର ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାଲିଯାଇଛି ତିନି ତିନୋଟି ମୂଲ୍ୟବାନ ଜୀବନ। ଗୋରୁମହିଷାଣୀ ଥାନା ଅଧୀନ ଗୋରୁଡ଼ପାଣି ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ୍ ଘାଟି ତଳକୁ ଖସି ପଡ଼ିବାରୁ ଘଟିଛି ଏହି ଦୁଃଖଦ ଅଘଟଣ ।…

ମାତ୍ର ଟଙ୍କାଏ ପାଇଁ ବୃଦ୍ଧ ଦମ୍ପତିଙ୍କୁ ମଝି ରାସ୍ତାରେ ଧକ୍କା ମାରି ଓହ୍ଲାଇ ଦେଲେ ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର

ସୁନ୍ଦରଗଡ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଦୁଃଖିତ ଏବଂ ଚକିତ କରିଛି। ଓଡ଼ିଶା ଛାତିରେ ଘଟିଥିବା ଏହି ଘଟଣା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୁନ୍ଦରଗଡ଼ରେ ଜଣେ ସରକାରୀ ବସ୍ କଣ୍ଡକ୍ଟର ମାତ୍ର ୧ ଟଙ୍କା କମ୍ ଥିବାରୁ ଜଣେ ବୃଦ୍ଧ ଆଦିବାସୀ…

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ପଡ଼ୋଶୀ ଯୁବକଙ୍କ ଜୀବନ

ସୁନ୍ଦରଗଡ଼: ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ମୟାବାହାଲ ଦେହୁରୀପଡ଼ାରେ ଶୁକ୍ରବାର ରାତିରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକ…

ବାପ-ଝିଅଙ୍କ ଉପରେ ଚଢିଗଲା ଆମ ବସ, ଘଟଣାସ୍ଥଳରେ ଉତ୍ତେଜନା

ଭୁବନେଶ୍ଵର: ଆମ ବସ୍‌ ଦୁର୍ଘଟଣାରେ ଲାଗୁନି ରୋକ। ବେଲଗାମ ଆମବସ୍। ଅମାନିଆ ଆମ ବସ୍ ଚାଳକ। ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର। ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ଆମ ବସ୍‌ର ପୁଣି ଆତଙ୍କ। ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ବାପା ଓ…

ବିଲରୁ ନାବାଳିକା ଉଦ୍ଧାର; ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଶାରୀରିକ ନିର୍ଯାତନା ମିଳୁଥିବା ଅଭିଯୋଗ

ପୁରୀ:ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟସ୍ଥ ଗହୀର ବିଲରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲା ନାବାଳିକା । ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନାମୁତାବକ, ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘଟଣା…