Browsing Category

ଓଡିଶା

ମାର୍ଚ୍ଚ ୧ ତାରିଖରେ ୮୫୯ ଏସ୍‌‌ଏସ୍‌‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକଙ୍କ ସଂଖ୍ୟା ବଢ଼ିବ। ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧ ତାରିଖରେ ୮୫୯ ଏସ୍‌‌ଏସ୍‌‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଭାବେ ଲୋକସେବା ଭବନର କନଭେନସନ୍‌‌ ହଲ୍‌‌ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ

ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ

କଟକ: ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ। ଐତିହ କୀର୍ତ୍ତୀରାଜିକୁ ଛାଡି ସବୁ କିଛି ଭଙ୍ଗାଯିବ । ବାରବାଟୀ ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଓଡ଼ିଶା ଅଲିମ୍ପିକ ଏବଂ ଓଡ଼ିଶା

ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଊର୍ଦ୍ଧ୍ବ ଆବେଦନ କରିଛନ୍ତି

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ କିଛି ସପ୍ତାହ ମଧ୍ୟରେ ତାରିଖ ଘୋଷଣା ହେବ। ଭାରତୀୟ ନିର୍ବାଚନ କମିସନ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଏବେ ଠାରୁ ନାନା କଳ୍ପନାଜଳ୍ପନା କରୁଛନ୍ତି। ଏଥି ସହିତ ଦଳଡିଆଁ

କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା। ପ୍ରବଳ ପର୍ଯ୍ୟଟକଙ୍କ ଭିଡ଼ ହେବାରୁ ଟିକେଟ ସରିଯାଇଥିଲା । ଟିକେଟ ଶେଷ ହେବା ପରେ ପର୍ଯ୍ୟଟକ ହୋହଲ୍ଲା କରିଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଟିକେଟ କାଉଣ୍ଟର ବନ୍ଦ କରିବା ସହ ମନ୍ଦିର ଗେଟ ଫାଟକରେ ତାଲା ପକାଇଥିଲେ ଦାୟିତ୍ବରେ

‘ପାଣ୍ଡିଆନ୍‌ ଓ BJP ସହ ମେଣ୍ଟକୁ ନେଇ BJD ନେତା ଅସନ୍ତୁଷ୍ଟ’

ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି। ଯେଉଁପାଇଁ ବିଜେଡି ନେତାମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି। ଆଜି ଏପରି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଗଣମାଧ୍ୟମକୁ ଶ୍ରୀ କୁମାର କହିଛନ୍ତି, ଶାସକ ବିଜେଡିରେ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ,

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରିଛି ଏବିଭିପି। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ମନ୍ତ୍ରୀଙ୍କ

‘ମନ୍ କୀ ବାତ’ରେ ଓଡ଼ିଆ ଦମ୍ପତିଙ୍କୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ ଓଡ଼ିଶାର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକଦା ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ ଏକ

ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ବାଲେଶ୍ଵର : କାର କିଣିବାକୁ ବାଲେଶ୍ଵର ଶୋ ରୁମ୍ କୁ ଆସୁଥିଲେ ହେଲେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜମି ବ୍ୟବସାୟୀଙ୍କ ମୃତ୍ୟୁ

ଚିଲିକା ହ୍ରଦରେ ଅଟକିଗଲା ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା

ଚିଲିକା: ଚିଲିକା ହ୍ରଦର ମଝିରେ ଏକ ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଡଙ୍ଗାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିବାରୁ ଏପରି ଅସୁବିଧା ସାମ୍ନା କରିବାକୁ ପଡିଛି। ଜହ୍ନିକୁଦରୁ ସାତପଡ଼ା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ମୋଟର ଚାଳିତ