Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ, ହତ୍ୟା ସନ୍ଦେହ
ଯାଜପୁର: ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ଏହି ମୃତ ଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ । ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ!-->…
ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।
!-->!-->…
ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଆହତ
ରାଉରକେଲା : ଓଲଟିଲା ଯାତ୍ରୀବାହୀ ବସ୍ । ୨୫ରୁ ଅଧିକ ଆହତ। ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ ଗୁରୁଣ୍ଡିଆ ଯାଉଥିବା ଘରୋଇ ଯାତ୍ରୀବାହୀ ବସ ଓଲଟି ୨୫ରୁ ଉର୍ଦ୍ଧ୍ବ!-->…
ସମଲେଇ ପୀଠରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ସମ୍ବଲପୁର: ସକାଳୁ ସକାଳୁ ସମ୍ବଲପୁର ଗସ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାସହ ମହାନଦୀ ହାଫ୍ ମାରାଥନର କଲେ!-->…
କୋଇଲା ଚୋରି ଘଟଣା ରେ ତିନି ଅଭିଯୁକ୍ତ ଗିରଫ, ମାଷ୍ଟର ମାଇଣ୍ଡ ଫେରାର୍…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିନ୍ଦମ୍ ପ୍ଳାଣ୍ଟ ରୁ କୋଇଲା ଚୋରି ଘଟଣାରେ ବୀରମିତ୍ରପୁର ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ! ସୂଚନା ଅନୁଯାୟୀ ବୀରମିତ୍ରପୁର ଥାନା ଅଧୀନରେ ଥିବା ଗୋବିନ୍ଦମ ପ୍ଳାଣ୍ଟ ରୁ ଚଳିତ ମାସ!-->!-->!-->…
ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ
ଜୟପୁର : ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର ସହରରେ କିଛିଦିନ ହେବ ରହୁଛନ୍ତି।
!-->!-->!-->…
ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହାସମାବେଶ!-->…
୧୬ରେ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ, ସଭାସ୍ଥଳକୁ ଯିବେ ୩୦ହଜାର ବିଜେଡି କର୍ମୀ
ଭୁବନେଶ୍ବର: ଆସନ୍ତା ୧୬ତାରିଖରେ ଜଗତସିଂହପୁର ଜିଲ୍ଲାର ବିବାଦୀୟ ପସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଜିଲ୍ଲାର ପ୍ରାୟ ୩୦ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇସ୍ପାତ ପ୍ରକଳ୍ପର!-->…
ପୁଣି ଶୀତ ଲହରୀ: କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ
ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଶୀତ ଲହରୀ ଅନୁଭୂତ ହୋଇଛି। ପୁଣି ପାରଦ ଖସିଛି। ତାପମାତ୍ରା କମିଛି। ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି। ସୁନ୍ଦରଗଡ କିରେଇରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ!-->…
ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡ ପକ୍ଷରୁ ଜାରି ହେଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଆୟୋଜିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବ। ଏଥିପାଇଁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟର ସମସ୍ତ ତଥ୍ୟ ବୋର୍ଡର ୱେବସାଇଟ୍ www.bseodisha.ac.inରେ!-->…