Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ…
ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଯାଜପୁର, ବାଲେଶ୍ବର,…
ସ୍ଥାଣୁ ଆର୍ଡିଏ ଓ ଗୃହନିର୍ମାଣ ସଂସ୍ଥା: ପ୍ରସ୍ତାବରେ ଅଟକିଛି ବାସଗୃହ ପ୍ରକଳ୍ପ
ରାଉରକେଲା: ଦେଶର ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ରାଉରକେଲା। କିନ୍ତୁ ସହର ଯେତିକି ସ୍ମାର୍ଟ ହେବା କଥା, ଆଜି ପର୍ଯ୍ୟନ୍ତ ତାହା ହୋଇପାରିନି। ପ୍ରାୟ ୭ ଲକ୍ଷ ଲୋକ ବାସ କରୁଥିବା ଇସ୍ପାତ ସହରରେ ବାସଗୃହ ବଡ଼ ସମସ୍ୟାଭାବେ ଉଭା ହୋଇଛି। ରାଉରକେଲା ଉନ୍ନୟନ…
ରେଲୱେରେ ନିଯୁକ୍ତି ସୁଯୋଗ; ଖାଲି ପଡିଛି ୯,୦୦୦ ପଦବୀ…
ନୂଆଦିଲ୍ଲୀ: ରେଲୱରେ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ପଦବୀ। ୯୦୦୦ ଟେକ୍ନିସିଆନ୍ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି RRB। ଖୁବ୍ ଶୀଘ୍ର ଏହି ବିଭାଗରେ ପଦବୀ ପୂରଣ ହେବ।
ଆଗ୍ରହୀ ପ୍ରାର୍ଥୀମାନେ ଆରଆରବିର ରିଜୋନାଲ୍ ଅଫିସିଆଲ୍ ୱେବସାଇଟରେ ନିଯୁକ୍ତି ପ୍ରକ୍ରିୟା ସୂଚନା ପାଇପାରିବେ।…
ଫେବ୍ରୁଆରୀ ୩ରୁ ଏକାମ୍ର ଉତ୍ସବ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ…
ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ…
ଦେବଗଡ଼:,୩୧|୧ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ୭୦ଟି ପଞ୍ଚାୟତରୁ ୩ ବ୍ଲକ କୁ ବସ୍ ଚଳାଚଳ ର ସୁବିଧା କରାଯାଇଛି । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ!-->…
୧୬ଟି ବିଭାଗରେ ୭୫୧୯ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫ଟି ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି,…
ଗଣମାଧ୍ୟମର ଅଗ୍ରଣୀ ଶିକ୍ଷାନୁଷ୍ଠାନ IIMCକୁ ଡିମ୍ଡ ୟୁନିଭର୍ସିଟି ମାନ୍ୟତା
ଗଣମାଧ୍ୟମର ଅଗ୍ରଣୀ ଶିକ୍ଷାନୁଷ୍ଠାନ IIMCକୁ ଡିମ୍ଡ ୟୁନିଭର୍ସିଟି ମାନ୍ୟତା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍-IIMCକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଡିମ୍ଡ ୟୁନିଭର୍ସିଟି ଭାବେ ମାନ୍ୟତା ମିଳିଛି। IIMC ଦିଲ୍ଲୀ ସହ ଏହାର ୫ଟି ଆଞ୍ଚଳିକ…
ପିସିସି ଗଣମାଧ୍ୟମ ମୁଖପାତ୍ର, ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା
ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସେଲ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ୍, ସଂପାଦକ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ପିସିସି ଗଣମାଧ୍ୟମ ସେଲ୍ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି ଏକ ପ୍ରେସ୍…
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ ଦାଖଲ
ଭୁବନେଶ୍ୱର : ପୁଣି ବଢ଼ିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ବିଧାୟକ ପ୍ରଦୀପଙ୍କ ବିରୋଧରେ ଆରମ୍ଭ ହେବ ଟ୍ରାଏଲ । ପ୍ରଦୀପଙ୍କ ନାଁରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ ଦାଖଲ ହୋଇଛି। ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ…
ଫେବୃଆରୀ ୬ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି
ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ୬ରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବେ । ୭ରେ ରାଉରକେଲା…