Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର…
କୋରାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପାତ୍ରପୁଟ ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ଧନିଆ ଖରା ଓ ମାଣିକ ଖେମୁଣ୍ଡୁ। ସେମାନେ ନନ୍ଦପୁର ବ୍ଲକ ଖମରା…
ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ…
ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ…
ପୁଣି ଟାର୍ଗେଟ କଲେ ୫-ଟି ଅଧ୍ୟକ୍ଷ; କହିଲେ- ଓଡ଼ିଶାରେ ସବୁଠାରୁ ଖରାପ ୫୫ ନମ୍ବର ଜାତୀୟ ରାଜପଥ
ଭୁବନେଶ୍ବର/କୁଚିଣ୍ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶନିବାର ଫାଇଭ-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି। କୁଚିଣ୍ଡାରେ…
ନୂଆ-ଓ କାର୍ଯ୍ୟକ୍ରମର ଆୟୋଜକ ଓ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସର ଏତଲା…
ରାୟଗଡ଼ା: ରାୟଗଡ଼ା ଠାରେ ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କର ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଏବଂ ଅଘଟଣକୁ ନେଇ କଂଗ୍ରେସ ଓ ବିଜେପି ତରଫରୁ ଉଦବେଗ ପ୍ରକାଶ କରାଯାଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଆୟୋଜକ ଏବଂ କଲେଜ…
ରାଜ୍ୟରେ ଆରମ୍ଭ ହେଲା ଇ–ଲେକଚର ବ୍ୟବସ୍ଥା…
ଭୁବନେଶ୍ବର: ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଇ–ଲେକଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି, ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା…
କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ଗମାଙ୍ଗ ପରିବାର; ଦଳରେ ମିଶିବା ନେଇ ଦେଲେ ସବୁଜ ସଂକେତ…
ରାୟଗଡା/ଗୁଣୁପୁର: କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଗମାଙ୍ଗ ପରିବାର ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବା ନେଇ ସଂକେତ ଦେଇଥିଲେ। କଂଗ୍ରେସ ବି…
କୃଷି ଓଡ଼ିଶା-୨୦୨୪ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର : କୃଷି ଓଡ଼ିଶା-୨୦୨୪କୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇ ୧୪ ଯାଏଁ ତିନି ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟ କ୍ରମକୁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଉଦ୍ଘାଟନ କରି କୃଷିରେ ମହିଳାଙ୍କ ଭାଗିଦାରୀ ଓଡ଼ିଶାର କୃଷିକୁ…
ପ୍ରେସକ୍ରିପସନ ଓ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ…
ଭୁବନେଶ୍ବର : ଅନେକ ସମୟରେ ଦେଖାଯାଏ ଡାକ୍ତରମାନେ ପ୍ରେସକ୍ରିପସନରେ କଣ ଲେଖନ୍ତି, ତାହା ରୋଗୀମାନେ ବୁଝିପାରନ୍ତି ନାହିଁ। ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍ ଲେଖିଲେ ତାହା କେବଳ ମେଡିସିନ୍ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ…
ଶ୍ରୀନଅରରେ ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ
ପୂରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ ହୋଇଛି। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ ହୋଇଛି। ଆଚାର୍ଯ୍ୟବରଣ ନୀତି ସମାପନ ପରେ ଗଜପତି ମହାରାଜ କହିଛନ୍ତି, ପ୍ରଶାସନ ଦ୍ୱାରା କରାଯାଇଥିବା…
ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ…
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ଘୋଷଣା ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାମାନଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ ମିଳିଛି । ନିର୍ବାଚନ…