Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ
ରାଉରକେଲା : ରାଉରକେଲାର ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ। ଅଯୋଧ୍ୟା ରାମ ଜନ୍ମଭୂମିରେ ରାମଲାଲାଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ୍ ହେବ ରାଉରକେଲା । ଗତ ୬ ତାରିଖରୁ ଆଠ ଜଣ ରାଜ୍ୟ ତଥା ରାଜ୍ୟ ବାହାରର କାରିଗରଙ୍କ ଦ୍ଵାରା…
GRP କନେଷ୍ଟବଳଙ୍କ ପାଇଁ ନୂଆ ଜୀବନ ପାଇଲେ ବୃଦ୍ଧା
ଭଦ୍ରକ : ମହାନତା ଦେଖାଇଲେ GRP କନେଷ୍ଟବଳ। ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ବେଳେ ଉଦ୍ଧାର କଲେ ଡିୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି।
ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୨୨ ତାରିଖରେ ଭଦ୍ରକ ଚରମ୍ପା ରେଳ ଷ୍ଟେସନରେ ବାଲେଶ୍ୱରକୁ…
ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି
ମାଲକାନଗିରି : ଲାଲଗଡ଼କୁ ସିଧାବିମାନ । ବିକାଶ ଯାତ୍ରାରେ ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ନୂଆ ପର୍ଦ୍ଦ । ଗୁରୁପ୍ରିୟା ସେତୁ ପରେ ଆକାଶପଥରେ ଯୋଡ଼ି ହୋଇଛି ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱରରେ MVI ପଞ୍ଚାନନ ବେହେରାଙ୍କର ୨୭ଟି ପ୍ଲଟ ଠାବ…
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ ( MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି। ଏହି…
ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ…
ଭୁବନେଶ୍ୱର : ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ।
ପଞ୍ଚାୟତିରାଜ ବିଭାଗର…
ଜାନୁଆରୀ ୨୨ ତାରିଖରେ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଛୁଟି…
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ସେଥିପାଇଁ ସେହିଦିନ ଉତ୍ତର ପ୍ରଦେଶରେ ସ୍କୁଲ୍, କଲେଜ ସବୁ ବନ୍ଦ ରହିବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…
କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ…
ଭୁବନେଶ୍ବର: ଖୁବ୍ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ…
ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ରାଉରକେଲା : ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ‘ଅନ୍ୱେଷା’ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ କୃଷ୍ଣ କୁଜୁର। ତାଙ୍କ ଘର ଗୁରୁଣ୍ଡିଆ ବ୍ଲକ୍ ସୋଲ ଗାଁରେ।
ସେ ରାଉରକେଲା ସହରରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ଆଜି ସେ…
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍ଆଇ…
ଜୟପୁର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ଦେବାବେଳେ ପୂର୍ବ ପ୍ରସ୍ତୁତି…
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା, ଏମ୍ସରେ ବନ୍ଧାପଡ଼ିଛି ଶବ..!
ଭୁବନେଶ୍ୱର: ହାଇଟେକ୍ ବିସ୍ଫୋରଣ ଘଟଣାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ପରିଚୟ ସଂକଟ ପୁଲିସ ସମେତ ଦୁଇ ଦୁଇଟି ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସେ ଜଟଣୀର ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଂଜନ ମଲ୍ଲିକ;…