Browsing Category

ଓଡିଶା

ନୂଆବର୍ଷ ପୂର୍ବରୁ କମିସନରେଟ ପୋଲିସ ଜାରି କଲା ନୂଆ ଗାଇଡ୍ ଲାଇନ

ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ…

ହିନ୍ଦୀଭାଷୀ ରାଜ୍ୟ ବିବାଦ, ରାହୁଲଙ୍କୁ ପ୍ରମାଣ ମାଗିଲେ କବିତା…

ହିନ୍ଦୀଭାଷୀ ରାଜ୍ୟକୁ ନେଇ ଡିଏମ୍‌କେ ସାଂସଦ ଦେଇଥିବା ବିବାଦୀୟ ମନ୍ତବ୍ୟ ନେଇ ବିବାଦ ତେଜିବାରେ ଲାଗିଛି। ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇ ରାଜନୀତି। ଚାରିଆଡୁ ଡିଏମ୍‌କେ ସାଂସଦଙ୍କ ମନ୍ତବ୍ୟଙ୍କୁ ବିରୋଧ କରାଯାଉଛି। କେବଳ ସେତିକି ନୁହେଁ ସାଂସଦଙ୍କ ମନ୍ତବ୍ୟକୁ ନେଇ…

ଜନ୍ମିଦନ ଭୋଜି ଖାଇବା ପରେ ବାଲିଗୁଡ଼ାରେ ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି…

ଫୁଲବାଣୀ : ବାଲିଗୁଡ଼ାରେ ଏକ ଜନ୍ମଦିନ ପାର୍ଟିରେ ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହା ଉତ୍ସବମୁଖର ପରିସ୍ଥିତିକୁ ଫିକା କରି ଦେଇଛି। ଶୁକ୍ରବାର କଲ୍ୟାଣ ମଣ୍ଡପରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ପାର୍ଟିର କିଛି ଘଣ୍ଟା ପରେ, ଅନେକ ଅତିଥି ଫୁଡ୍ ପଏଜନିଂର ଲକ୍ଷଣ…

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ…

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଏମ.ଏସ.ପି ବୃଦ୍ଧି ସହ କୁଇଣ୍ଟାଲ ପିଛା ୬ଶହ ବୋନସ ଦାବି…

ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ ଦେବାକୁ କିଷାନ…

ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ମା’ ଯଶୋଦାଙ୍କ ହାତରନ୍ଧା ଖାଇଲେ ପ୍ରଭୁ ଶ୍ରୀକୃଷ୍ଣ…

ପୁରୀ : ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୁଏ ନାନାଦି ବ୍ୟଞ୍ଜନ । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ଗୋଟିଏ କି…

କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି…

ଭୁବନେଶ୍ବର: କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ସେମାନେ ଯେତେବେଳେ ଅଯୋଧ୍ୟାରେ ନେଇ ତାଙ୍କ ବ୍ରାଣ୍ଡ ଆମ୍ବାସଡର କରିଥିଲେ, ସେତେବେଳେ କଣ ହିନ୍ଦୁତ୍ୱ କ୍ଷର୍ଣ୍ଣ ହେଉନଥିଲା କି। ତେଣୁ ସେମାନେ ବୁଝିବା…

ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ବିଜେପିର ଲକ୍ଷ୍ୟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ବର: ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର ବିକାଶ ଦିଗରେ ଆଗକୁ ବଢ଼ି ଚାଲିଛି।…

100ଫୁଟ ଲମ୍ବର ସାଣ୍ଟା କ୍ଳସ ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ପୁରୀ ବେଳା ଭୂମିରେ ବାଲୁକା କଳା ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାତେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବୀଚ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ…

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ: ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ । ଗତକାଲି ୧୦୩ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ସ୍ଵର୍ଗତଃ…