Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା, ୧୪୮ ନୂଆ ସଂକ୍ରମିତ…
ନୂଆଦିଲ୍ଲୀ: ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି । ଶୀତ ଋତୁ ଆରମ୍ଭ ହେବା ପରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଥରେ ଚିନ୍ତା…
ଏନଆଇଏର ୪୧ଟି ସ୍ଥାନରେ ଚଢ଼ାଉ, ୧୫ ଗିରଫ…
ନୂଆଦିଲ୍ଲୀ: ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ…
ହମାସ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନୋତ୍ତର ସ୍ୱାକ୍ଷରକୁ ମନ୍ତ୍ରୀ ଲେଖୀ ଅସ୍ୱୀକାର କଲେ
ନୂଆଦିଲ୍ଲୀ: ଭାରତ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଯୋଜନା କରୁଛି କି ନାହିଁ ସେ ନେଇ ସଂସଦର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି। ଲେଖୀଙ୍କ ନାମ ସମ୍ବଳିତ ଏକ ଦସ୍ତାବିଜରେ ହମାସ ଉପରେ ସଂସଦୀୟ…
ଗାଜା ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ପ୍ରସ୍ତାବନା ଉପରେ ‘ଭିଟୋ’ ପ୍ରୟୋଗ କଲା ଆମେରିକା…
ଜାତିସଂଘ: ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ‘ଜାତିସଂଘ ସୁରକ୍ଷା ପରିଷଦ୍’ର ଅଧିକାଂଶ ସଦସ୍ୟ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନରେ ଜାତିସଂଘ ଆଗତ କରିଥିବା ପ୍ରସ୍ତାବନାକୁ ବାସ୍ତବତାଠାରୁ ଭିନ୍ନ କହି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିବାକୁ ସମୟ ମାଗିଲେ ମମତା ବାନାର୍ଜୀ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ସେ ତାଙ୍କ ଠାରୁ ସମୟ ମାଗିଛନ୍ତି। ପଶ୍ଚିମବଙ୍ଗକୁ କେନ୍ଦ୍ର ଦେବାକୁ ଥିବା ବକେୟା ରାଶି ସମ୍ପର୍କରେ ଆଲୋଚନା କରିବା ପାଇଁ…
ଚାଲିଛି ଟଙ୍କା ଗଣତି ; ବ୍ୟାଙ୍କକୁ ଆସୁଛି ନୁଆଁ ବାକ୍ସ, ଟଙ୍କା ଗଣନା ମେସିନ…
ଟିଟିଲାଗଡ଼ : ଟିଟିଲାଗଡ଼ ଠାରେ ଗତ ଚାରି ଦିନ ହେଲା ରିତେଶ ସାହୁଙ୍କ ଦେଶୀ ମଦଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଦ୍ଵିତୀୟ ଶନିବାର ଅବସରରେ ବ୍ୟାଙ୍କର ଛୁଟି ଦିବସ ଥିବା ବେଳେ ଟିଟିଲାଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଖୋଲା ରହିଛି।…
ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କଲେ ଜାତିସଂଘ ଅଧିକାରୀ…
ଫୁଲବାଣୀ: ଦେଶର ପ୍ରଥମ ଜିଲା ହିସାବରେ କନ୍ଧମାଳ ଜିଲାରେ ଲାଗୁ କରାଯାଇଛି ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଜନା। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଅତ୍ୟାଧୁନିକ ଡ୍ରୋନ ଦ୍ବାରା ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉଛି। ଷ୍ଟାର୍ଟ ଅପ କମ୍ପାନୀ ରେଡ…
ଟ୍ରେନ୍ଲାଇନ୍ରେ କଟି ସିଗ୍ନାଲ୍ ଯନ୍ତ୍ରୀଙ୍କ ଜୀବନ ଗଲା…
ନୂଆପଡ଼ା,୮ା୧୨: ନୂଆପଡ଼ା ରେଳଷ୍ଟେଶନର ସିଗ୍ନାଲ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମରାମତି ପାଇଁ ସିଗ୍ନାଲ୍ ଯନ୍ତ୍ରୀ ଅନୁପ ରୟ(୨୮) ଗୁରୁବାର ରାତିରେ ଷ୍ଟେଶନରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସାରି ଲଖନା ଫେରୁଥିବା ବେଳେ ରେଳ ଲାଇନ୍ର ଗୋଡ଼ ଫସି ଯାଇଥିଲା।…
ଓଡ଼ିଶାରେ ବଢ଼ିବ ଶୀତର ପ୍ରକୋପ; ୩ ରୁ ୫ ଡିଗ୍ରୀ ପାରଦ ଖସିବା ପୂର୍ବାନୁମାନ
ଭୁବନେଶ୍ୱର, ୯।୧୨: ସାମୁଦ୍ରିକ ଝଡ଼ ମିଗ୍ଜୋମ୍ ଅପସରି ଯାଇଥିବାବେଳେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଜୟପୁରରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଉଠିଲା ଦାବି…
ଜୟପୁର: ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁରରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଛି। ତେବେ ଅବିଭକ୍ତ…