Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଲାଗି ନମୁନା ପ୍ରଶ୍ନପତ୍ର ଜାରି, ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ଶିକ୍ଷା…
କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ…
ବାତ୍ୟା ‘ମିଗଜୋମ୍’ର ପ୍ରଭାବ: କୋହଲା ପାଗକୁ ଲାଗି ରହିଛି ବର୍ଷା
ଭୁବନେଶ୍ୱର: ଦୁର୍ବଳ ହୋଇଛି ବାତ୍ୟା ମିଗଜୋମ । ଏବେ ଉତ୍ତରପୂର୍ବ ତେଲେଙ୍ଗାନା ଅଞ୍ଚଳରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ୮.୩୦ରେ ଉତ୍ତର-ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ-ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଲଂଗ୍ନ…
୧୫ରୁ କୋରାପୁଟରେ ଚାଲିବ ଲକ୍ଷ୍ମୀ ବସ୍…
ଜୟପୁର: ମାଲାକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପରେ ଏବେ କୋରାପୁଟ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଲିିଥିବା…
ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ, ଖୋଲାଯିବ ‘ହାତୀ ପାଠଶାଳା’…
ଭୁବନେଶ୍ୱର: ଦିନକୁ ଦିନ ହାତୀ ମଣିଷ ଲଢେଇ ତୀବ୍ରତର ହେଉଛି । ଏହି ଲଢେଇରେ ବହୁ ମଣିଷଙ୍କ ଜୀବନ ସହ ବିଲବାଡ଼ି ସମ୍ପତ୍ତି ନଷ୍ଟ ହେଉଛି । ମଣିଷ ପ୍ରତିଶୋଧ ପରାୟଣ ହୋଇ ବହୁ ସମୟରେ ହାତୀକୁ ଆକ୍ରମଣ କରୁଛି । ଏଭଳି ସବୁ ଘଟଣା ଜଙ୍ଗଲ ନଷ୍ଟ ଓ ସଚେତନତା ଅଭାବରୁ…
ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ…
ପୁରୀ: ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ । ମଙ୍ଗୁ ମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରାଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁରୁଦ୍ୱାର କମିଟିର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ…
ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ । ଶିକ୍ଷାଧିକାରୀ ମଙ୍ଗଳ ଚନ୍ଦ୍ରସିଂଙ୍କୁ ନିଲମ୍ବନ କଲେ ଶିକ୍ଷା ସଚିବ। ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ଅଭିଯୋଗ ଥିଲା । ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତକରି ତଦନ୍ତ କରି ଫେରିଥିଲେ ।
ବେଆଇନ ଭାବରେ…
ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍
ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି ମାଡ କରିଛନ୍ତି । ମହିଳା…
ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣା; ଗୁଳି ମାଡ଼ କରିଥିବା ଦୁଇ ଯୁବକ ଚିହ୍ନଟ…
କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ । ଏହା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।
ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ…
ଆୟକର ଫାଙ୍କି ଅଭିଯୋଗରେ ଚଢାଉ: ୧୪ଟି ସ୍ଥାନରେ IT ରେଡ୍…
ବୌଦ୍ଧ: ଆୟକର ଫାଙ୍କି ଅଭିଯୋଗରେ ଚଢାଉ। ୧୪ଟି ସ୍ଥାନରେ ଚାଲିଛି ବଡ଼ ଧରଣର IT ରେଡ୍। ବୌଦ୍ଧ ରାମ୍ଭିକଟା ଗାଁ ନିକଟରେ ଥିବା ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି। ଆୟକର ଫାଙ୍କି ଅଭିଯୋଗ ରେ ଭୋର ପ୍ରାୟ ୪ଘଣ୍ଟା ସମୟରୁ ଚଢାଉ ଜାରି ରହିଛି ।
ଚଢାଉରେ…
୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ…
ଭୁବନେଶ୍ୱର : ଜାତୀୟ ରାଜପଥରେ ସୁରକ୍ଷିତ ଗାଡ଼ି ଚଳାଚଳ ସହ ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ୧୦ ଜିଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଏଥିଲାଗି ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଜମି ଚିହ୍ନଟ ହୋଇସାରିଥିବାରୁ ଡିପିଆର…