Browsing Category

ଓଡିଶା

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ…

ଭୁବନେଶ୍ବର : ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ । ପୋଲିସ ପ୍ରଶାସନ

ସ୍ତ୍ରୀ ଆଗରେ ଟ୍ରେନରେ କଟିଗଲା ସ୍ୱାମୀର ଦୁଇ ଗୋଡ…

ସୋର : ଏ ଭାଇ କେହି ଟିକେ ପାଣି ଦିଅ । ମୋ ସ୍ୱାମୀ ମୁହଁରେ ପାଣି ଠୋପାଏ ଦେବି କେହି ମୋତେ ଟିକେ ପାଣି ଦିଅ । ମୋ ସ୍ୱାମୀର ଏ କଣ କଲୁ ଲୋ ମାଆ । ମାଆ ଲୋ ମୋ ସ୍ୱାମୀକୁ ବଞ୍ଚେଇଦେ, ତୋତେ ନେହୁରା ହଉଛି ଲୋ ମାଆ ମୋ ସ୍ୱାମୀକୁ ବଞ୍ଚେଇ ଦେ । ମୋ ସଂଙ୍ଖା ସିନ୍ଦୁରକୁ ରକ୍ଷା

ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ…

ପାରାଦୀପ: ଗତ ଶୁକ୍ରବାର ପାରାଦୀପ ପୋର୍ଟରେ ଲାଗିଥିବା ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା କୋକେନର ହେବ ମାନ ନିରୂପଣ । ଏଥିପାଇଁ ଜାତୀୟ ଫରେନସିକ୍ ଲାବରୋଟୋରିକୁ ଏହି କୋକେନର ସାମ୍ପଲ ପଠାଯିବ । ଏନେଇ ସୂଚନା ଦେଇଛି କଷ୍ଟମସ୍ ବିଭାଗ । ତେବେ ଜାହାଜଟି ଇଣ୍ଡୋନେସିଆ ଗ୍ରେସିକ

ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର :ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଜି ଅଧିକ ରହିବ ପ୍ରଭାବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ

ଓଡ଼ିଶା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଆକ୍ଲେଡସ୍ ୨୦୨୩: ଫ୍ରଣ୍ଟାୟର ମିଡିଆକୁ ବଡ ସଫଳତା…

ଭୁବନେଶ୍ୱର: ଫ୍ରଣ୍ଟାୟର ମିଡିଆ କ୍ୱିଜୋଟିକାର(Quizzotica) ସପ୍ତମ ସଂସ୍କରଣରେ ଏହାର ଉଦ୍ୟୋଗୀ ମନୋଭାବ ପାଇଁ ସ୍ୱୀକୃତି ଲାଭ ପାଇଛି। କମ୍ପାନୀକୁ “ବୁଟସଷ୍ଟ୍ରାପେଡ ବିଜିନେସ୍” ବର୍ଗରେ ସମ୍ମାନଜନକ ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଆକୋଲେଡ୍ସ ୨୦୨୩ ମିଳିଛି। ଏଥିସହ ବିନା ବାହ୍ୟ

ଯୁବତୀଙ୍କୁ ଦୁଷ୍କର୍ମ ମାମଲା: କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

କଟକ : କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବଢ଼ିଲା ଅଡୁଆ। ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ସୌରିନ୍‌ ଆଗୁଆ ଜାମିନ୍‌ ପାଇଁ

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ କମୁଛି, ସାମଗ୍ରିକ ଭାବେ ବଢ଼ିଛି

ଭୁବନେଶ୍ୱର: ୨୦୨୨ ପାଇଁ ଓଡ଼ିଶାର ଅପରାଧ ପରିସଂଖ୍ୟାନ ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରିଛି। ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ୨୦୨୧ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧରେ

ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର

ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ । ପପୁନିକୁ ହତ୍ୟା

‘ମିଗଜୋମ୍’ ପାଇଁ ବିମାନ ସେବା ପ୍ରଭାବିତ: ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନ ବାତିଲ…

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି। ଯାହାଫଳରେ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ଟା ଯାଏଁ ବିମାନ ଚଳାଚଳ

ଆଜି ପ୍ରଥମାଷ୍ଟମୀ : ଏଣ୍ଡୁରୀ ପିଠାରେ ମହକୁଛି ଘର

ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’। ଏହିଦିନ ଜ୍ୟେଷ୍ଠ ସନ୍ତାନର