Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି । ଶୃଙ୍ଖଳିତ ଓ ସଠିକ ଭାବେ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗ!-->…
ବାନା ବିକ୍ରିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମାଡପିଟ
ପୁରୀ : ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକଙ୍କ ମଧ୍ୟରେ ଘଟିଛି ଏହି ଗଣ୍ଡଗୋଳ । ଚୁନରା ସେବକଙ୍କ ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ସିଂହଦ୍ୱାର!-->…
ଡାକ୍ତରଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ, ୨ ବର୍ଷ ବଣ୍ଡ ଅବଧି ପୁରଣ ନକଲେ ଡବଲ ଜରିମାନା
ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଡାକ୍ତରୀ ଛାତ୍ର ରାଜ୍ୟ ସରକାରଙ୍କ ଅଧୀନରେ ୨…
ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର
ଭୁବନେଶ୍ୱର : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । …
ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା…
ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ ‘ଏକ୍ସ’ ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ମୁତାବକ, ୭୭ ଟି…
୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି…
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ…
ମାଲକାନଗିରି ସୀମାନ୍ତ ରେ ମାଓ ହାମଲାରେ ୩ ସହୀଦ ୨ ଗୁରୁତର…
ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଟେକାଲଗୁଡା ଗ୍ରାମରେ ଠାରେ ୨୦୪ କୋବ୍ରା ଡ଼ିଆରଜି ଯବାନ ଙ୍କ ନୂତନ କ୍ୟାମ୍ପ ସ୍ଥାପନ ବେଳେ କ୍ୟାମ୍ପ ଠାରୁ କିଛିଦୂରରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ଜଣ!-->!-->!-->…
କୋମାରେ ପ୍ରାଣୀ ସମ୍ପଦ ବିଭାଗ ୧୩ ଦିନ ହେଲା ପ୍ରାଣୀ ଚିକିତ୍ସା ଠପ…
ସରକାର ନିରବ ଦ୍ରଷ୍ଟା...!!
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସିଡି ଭି ଓ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ ୧୮ ତାରିଖରୁ ୪ ଦଫା ଦାବି ନେଇ ସମୂହ ଛୁଟି ସହ ଆନ୍ଦୋଳନ ଜାରି ରଖଛନ୍ତି ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ!-->!-->!-->…
ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲେ ଗ୍ରାମବାସୀ…
ସ୍ଵାସ୍ତ୍ୟ କେନ୍ଦ୍ର ନା ସ୍ୱାସ୍ଥ୍ୟ କର୍ମୀଙ୍କ ତେଜରାତି ଦୋକାନ...!
ଉମରକୋଟ (୩୦/୦୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତ ଏ ଏନ ଏମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଗତ ୧୬ ବର୍ଷ ହେବ ଦେବକୀ ପଲେଇ କାର୍ଯ୍ୟରତ ଅଛନ୍ତି ।କିନ୍ତୁ ଦିଦି ଜଣକ ନିଜ!-->!-->!-->…
ମୁହଁରେ ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ମାଂସ ପିଣ୍ଡୁଳା : ଚିନ୍ତାରେ ପରିବାର, ଚିକିତ୍ସା ରେ ଅର୍ଥ ସାଜିଛି…
ଫୁଲବାଣୀ : ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡ଼ା ଗ୍ରାମର ବିଜୟ ପ୍ରଧାନଙ୍କ ବଡ଼ ଝିଅ ଗାୟତ୍ରୀ ପ୍ରଧାନ ବୟସ ୨୩ବର୍ଷ । ଜନ୍ମରୁ ତାଙ୍କ ବାମ ଆଖି ପତା ଉପରେ ଏକ ମାଂସ ପିଣ୍ଡୁଳା ବାହାରିଥିଲା । ଗାୟତ୍ରୀଙ୍କ ପିତାମାତା ସମୟ କ୍ରମେ ଏହି ମାଂସ ପିଣ୍ଡୁଳା ବସିଯିବ!-->!-->!-->!-->!-->…