Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲେ ଟିମ୍ ଇଣ୍ଡିଆ ନିଶ୍ଚିତ…
କୋଲକାତା : ଆଇସିସି ବିଶ୍ୱକପ୍ରେ ଭାରତ ହାରିବା ସମସ୍ତଙ୍କୁ ନିରାଶ କରିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ପଟେ ଏହାକୁ ନେଇ କ୍ରିକେଟ୍ ପ୍ରେମୀ ଦୁଃଖରେ ଥିବାବେଳେ ଅନ୍ୟପଟେ ଏହାକୁ ନେଇ ଜାରି ରହିଛି…
ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର…
ନୂଆଦିଲ୍ଲୀ : ପ୍ଲସ୍ ଟୁ ସାଇନ୍ସରେ ବାୟୋଲୋଜି ନ ରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଏଣିକି ଡାକ୍ତର ହୋଇପାରିବେ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ NMC ଲାଗୁ କରିବାକୁ ଯାଉଛି ଏହି ନୂଆ ନିୟମ।
ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନ ରଖି ପାସ୍ ଆଉଟ୍…
ସମଗ୍ର ବିଶ୍ବରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଆଦେଶ ଦେଲେ…
ତେଲ୍ ଆଭିଭ୍: ସମଗ୍ର ବିଶ୍ବରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଦେଶ ଦେଇଛନ୍ତି।
ଗୋଟାଏ…
ସୁପ୍ରିମକୋର୍ଟ ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ…
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମାଙ୍କର ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତିମା।
ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…
ପଞ୍ଜାବ ଗୁରୁଦ୍ବାରରେ ଦୁଇ ନିହଙ୍ଗ୍ ଶିଖ୍ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ; ଜଣେ ପୁଲିସ ମୃତ, ୫ ଆହତ…
କପୁରତାଲା: ବୁଧବାର ରାତିରେ ପଞ୍ଜାବର କପୁରତାଲାରେ ଦୁଇ ନିହଙ୍ଗ୍ ଶିଖ୍ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ଗୁଳିକାଣ୍ଡ ଘଟିବାରୁ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମୃତ ପୁଲିସ କର୍ମଚାରୀ ହେଉଛନ୍ତି, ସୁଲ୍ତାନପୁର…
‘ଡିପ୍ଫେକ୍’ ମୁକାବିଲା ପାଇଁ ଖୁବ୍ ଶୀଘ୍ର ଆସିବ ନିୟମାବଳି…
ନୂଆଦିଲ୍ଲୀ: ‘ଡିପ୍ଫେକ୍’ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଖୁବ୍ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିଂବା ନୂଆ ଆଇନ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ସେ କହିଛନ୍ତି, ‘ଡିପ୍ଫେକ୍’ ଭିଡିଓର…
ଇ-ଟିକେଟ୍ ବୁକିଙ୍ଗ୍ ସାମୟିକ ଭାବେ ପ୍ରଭାବିତ…
ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଆଜି ‘ଇଣ୍ଡିଆନ୍ ରେଲ୍ୱେଜ୍ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜିମ୍’ର ଇ-ଟିକେଟ୍ ବୁକିଙ୍ଗ୍ ବ୍ୟବସ୍ଥା ସାମୟିକ ଭାବେ ପ୍ରଭାବିତ ହୋଇଥିବା କଥା କମ୍ପାନି କହିଛି।
ଏ ସଂକ୍ରାନ୍ତରେ ‘ଏକ୍ସ୍’ କରି ‘ଆଇଆର୍ସିଟିସି’ କହିଛି,…
ମହୁଆଙ୍କ ଲାଗି ମୁହଁ ଖୋଲିଲେ ମମତା…
କୋଲକାତା : ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଅଭିଯୁକ୍ତ ଥିବା ଟିଏମ୍ସି ସାଂସଦ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରିବା ପାଇଁ ଯୋଜନା ଚାଲିଛି।…
ଦୁର୍ଦ୍ଦଶା ବଢୁଛି : କୂଳବେଉଷା ଛାଡୁଛନ୍ତି ଚିତ୍ରକାର ପରିବାର…
ଧରାକୋଟ : ଧରାକୋଟଗଡର ଚିତ୍ରକାର ପରିବାର ବର୍ତ୍ତମାନ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପଟେ ପେଟ ପୁରୁନି ସେପଟେ କୂଳ ବେଉଶାକୁ ଛାଡ଼ି ହେଉନି । ରାଜା ରଜୁଡା ଅମଳରୁ ପୁରୀ କୋଳି ସହିରୁ ଧରାକୋଟ ରାଜା ସେମାନଙ୍କୁ ଆଣି ଏଠାରେ ସ୍ଥାୟୀ ଭାବରେ ରଖିଥିଲେ । ପ୍ରଭୁ ଜଗନ୍ନାଥଙ୍କ!-->…
ଆଉ ଜଣେ ଯବାନ ସହିଦ, ସଂଖ୍ୟା ୫ରେ ପହଞ୍ଚିଲା…
ଶ୍ରୀନଗର : ଜମ୍ମୁ-କଶ୍ମୀରର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଠାରୁ ଗୁଳିବିନିମୟ ଜାରି ରହିଛି। ଏନକାଉଣ୍ଟର ଚାଲିଥିବା ବେଳେ ଆଉ ଜଣେ ଯବାନ ଆଜି ସହିଦ ହୋଇଛନ୍ତି। ଫଳରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
ବୁଧବାର ଆତଙ୍କୀଙ୍କ ଗୁଳିରେ ୨…