Browsing Category

ଓଡିଶା

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ, ୪ ବର୍ଷରେ ସରିବ କାମ…

ଭୁବନେଶ୍ୱର: ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ୪ ବର୍ଷରେ ସରିବ କାମ। ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ…

ଆସନ୍ତାକାଲି ଅଁଳାନବମୀ, ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ…

ସାକ୍ଷୀଗୋପାଳ: ଆସନ୍ତାକାଲି (ମଙ୍ଗଳବାର) ଅଁଳାନବମୀ ତଥା ରାଧାପାଦ ଦର୍ଶନ । ଓଡିଆଣୀ ବେଶରେ ସଜିଇ ହେବେ ମାଆ ରାଧାରାଣୀ । ସାକ୍ଷୀଗୋପାଳ ସ୍ଥିତି ପ୍ରଭୁ ଶ୍ରୀ ଗୋପୀନାଥଙ୍କ ମନ୍ଦିରରେ ରାଧାପାଦା ଦର୍ଶନ କରିବେ ଶ୍ରଦ୍ଧାଳୁ । ପବିତ୍ର ଅଁଳାନବମୀ ତିଥିରେ ଶ୍ରୀ ରାଧା…

ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେଲେ ବଡ଼ଠାକୁର…

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ…

ରାଜଧାନୀରେ ଡିସେମ୍ବର ଶେଷ ରବିବାର ସକାଳେ ଆରମ୍ଭ ହେବ ‘ରାହାଗିରି’

ଭୁବନେଶ୍ବର: ଶୀତୁଆ ସକାଳରେ ଏବେ ରାଜପଥରେ ଜମିବ ଭିଡ । ରାଜଧାନୀରେ ପୁଣି ଆରମ୍ଭ ହେବ ପଥଉତ୍ସବ ‘ରାହାଗିରି’ । ଡିସେମ୍ବର ୧୦ ତାରିଖ ଶେଷ ରବିବାର ଓ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି…

ଆସନ୍ତା ୨୨ରେ ବିଧାନସଭା ଘେରିବ ବସ୍ ମାଲିକ ସଂଘ…

ଭୁବନେଶ୍ବର: ଆସନ୍ତା ୨୨ରେ ବିଧାନସଭା ଘେରିବ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ସେବା ଓ ମୋ ବସ୍ ଯୋଜନା ବିରୋଧ କରି ସଂଘ ଘେରାଉ କରିବ । ଦାବି ପୂରଣ ନହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ…

ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୦ ଯାଏ ଚାଲିବ

ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୦ ଯାଏ ଚାଲିବ ଅଧିବେଶନ। ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଓ ପୋଲିସ କମିଶନର। ବିଧାନସଭା ଠାରୁ ଲୋୟର…

ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ…

ଭୁବନେଶ୍ୱର:ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଅଫିସରେ ପଶି ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ । ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର…

ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା। ଆଜି ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କଲେ ହିତାଧିକାରୀ।…

ନିର୍ମାଣାଧୀନ ପାଣି ଟାଙ୍କିରୁ ଦୁଇଟି କଙ୍କାଳ ଉଦ୍ଧାର…

ଯାଜପୁର: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି କଙ୍କାଳ। ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କଙ୍କାଳ ମଣିଷର କିମ୍ବା କୌଣସି ପଶୁଙ୍କର ତାହା…

ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା, ରାତି ତାପମାତ୍ରା ୧୧ ଡିଗ୍ରୀକୁ ଖସିଲା…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ଏଥିସହିତ ପୁଣି ରାଜ୍ୟକୁ ଫେରିଛି ଶୀତ । ଜି ଉଦୟଗିରିରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରିକାଳୀନ ତାପମାତ୍ର ୧୧ ଡିଗ୍ରୀ ସେଲ୍ସିୟସକୁ ଖସିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତ…