Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ…
ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା…
ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ…
ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ…
ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ…
ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ ନ୍ୟାୟ ପାଇଁ ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛି ।…
ଧରାପଡିଲା ମଣିଷଖିଆ ବାଘ
ନୂଆପଡା : ବାଘ ଆତଙ୍କରେ ଅନ୍ତ । ଧରାପଡିଲା ମଣିଷଖିଆ ବାଘ । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ…
ମାଜିଂମାଳିରେ ମହିଳାଙ୍କ ପ୍ରତିରୋଧ : ସିଜିମାଳି ପରେ ଏବେ ମାଜିଂମାଳି ଉପରେ କମ୍ପାନୀ ଆଖି..!
ଭୁବନେଶ୍ୱର //ରାୟଗଡ଼ା:(୦୫/୧୧/୨୦୨୩)
ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ୨ ପ୍ଲାଟୁନ୍ ପୋଲିସ, ୨ଟି JCB ମେସିନ୍ ଏବଂ ଓଡ଼ିଶା ଖଣି ନିଗମର କିଛି ଅଧିକାରୀ କଳାଗାଁ ସ୍କୁଲ ନିକଟସ୍ଥ ଗାଡେଝୋଲା ଛକ ନିକଟରେ ପହଞ୍ଚିଥିଲେ। ସେମାନେ ତିଜିମାଳି ଓ ଗୋଡାମାଳି ବକ୍ସାଇଟ ପାହାଡ଼ ପାଖରେ!-->!-->!-->!-->!-->…
ତଥାପି ସରୁନି ଚୌକିର ଲୋଭ…ଅବସର ପରେ ବି ଅଧିକାରୀ ଙ୍କ ନିକଟ ରେ ପୋଷା ମେଣ୍ଢା..!
ଢୋଲ ଭିତର ମୂଷା...!!
୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ଲକ୍ଷ୍ନୌ ଅଭିମୁଖେ ଯାତ୍ରାରୁ ଫେରି ଥିବା ଦଳ କୁଭବ୍ୟ ସମ୍ବର୍ଦ୍ଧନା…
ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ବନାନୀ କ୍ଲବ ଫୁଲବାଣୀ ଠାରେ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିବା ଦଳ ର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଟିତ ହୋଇ ଥିଲା l!-->!-->!-->…
ଗୋଦି ମିଡ଼ିଆ ପ୍ରଶାସନ ଓ ନେତାଙ୍କ ଗେଲ୍ହା ପୁଅ : ଅନ୍ୟ ମିଡ଼ିଆ କୁ ଏତେ ଭୟ କାହିଁକି…?
ଘଣ୍ଟ ଘୋଡ଼ାଉ ଛନ୍ତି କି ଦୁର୍ନୀତି ର ସିଂହାସନ ରେ ବସିଥିବା ବାବୁ ଓ ନେତା ଙ୍କୁ.. !
କନ୍ଧମାଳ ଏସ. ପି. ଙ୍କ ନିକଟରେ ଫେରାଦ : ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଏବେ ୩ ମାସର ଗର୍ଭବତୀ…
କନ୍ଧମାଳ: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ (ମାନସିକ ବିକାରଗ୍ରସ୍ତ) ଯୁବତୀଙ୍କୁ ଅଞ୍ଚଳର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ୩ ମାସର ଗର୍ଭବତୀ । ଏ ନେଇ ସେ ଶୁକ୍ରବାର ଏସ୍ପିଙ୍କ ପାଖରେ!-->…
ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ…
ଭୁବନେଶ୍ବର: ଏକ ଓଡ଼ିଆ ଖବର ଚ୍ୟାନେଲ୍ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍ଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ…